Home Bibles ☰ Books ନିହିମିୟା 4:5 · ଓଡ଼ିଆ ବାଇବେଲ
ନିହିମିୟା 4:5 · ଓଡ଼ିଆ ବାଇବେଲ

ସମାନଙ୍କେ ଅଧର୍ମ ଆଚ୍ଛାଦନ କରନାହିଁ ଓ ତୁମ୍ଭ ଦୃଷ୍ଟି ରେ ସମାନଙ୍କେ ପାପମାର୍ଜ୍ଜିତ ନ ହେଉ। କାରଣ ନିର୍ମାଣକାରୀମାନଙ୍କୁ ସମାନେେ ଅପମାନିତ କରି ଅଛନ୍ତି।

Cross references

ଦିତୀୟ ଶାମୁୟେଲ 17:2

ସେ କ୍ଲାନ୍ତ ଓ ଦୁର୍ବଳ ଥିବା ବେଳେ ମୁ ତାହାକକ୍ସ୍ଟ ଆକ୍ରମଣ କରି ଭୟ ଦଖାଇବେି, ତହିଁରେ ସମସ୍ତ ଲୋକମାନେ ପଳାଯନ କରିବେ। ମୁ କବଳେ ରାଜାଙ୍କକ୍ସ୍ଟ ହତ୍ଯା କରିବି।

ଗୀତସଂହିତା 51:1

ହେ ପରମେଶ୍ବର, ଆପଣଙ୍କ ସ୍ନହପେୂର୍ଣ୍ଣ କରୁଣା ଅନୁସାରେ ମାେ ପ୍ରତି ଦୟାକର। ତୁମ୍ଭର ମହାନ କରୁଣା ଅନୁସାରେ, ମାରେ ସମସ୍ତ ପାପ କ୍ଷମା କରନ୍ତୁ।

ଗୀତସଂହିତା 51:9

ମାରେ ପାପଗୁଡ଼ିକ ପ୍ରତି ତୁମ୍ଭେ ମୁହଁ ବୁଲାଅ। ମାରେ ପାପ ସବୁ ପୋଛିଦିଅ।

ଗୀତସଂହିତା 59:5

ତୁମ୍ଭେ ହେଉଛ ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର! ଜାଗି ଉଠ ଓ ଅନ୍ୟ ସମସ୍ତ ରାଷ୍ଟ୍ରଗୁଡ଼ିକୁ ଦଣ୍ଡ ଦିଅ। ସହେି ଦୁଷ୍ଟ ବିଶ୍ବାସୀ ଘାତକମାନଙ୍କୁ କୌଣସି ଦୟା କର ନାହିଁ।

ଗୀତସଂହିତା 69:27

ସମାନେେ କରିଥିବା ମନ୍ଦକାର୍ୟ୍ଯ ପାଇଁ ସମାନଙ୍କେୁ ଦଣ୍ଡ ଦିଅ। ତୁମ୍ଭର ଦୟା ପରାଯଣତା ତାଙ୍କୁ ଦଖାେଅ ନାହିଁ।

ଗୀତସଂହିତା 109:14

ତାଙ୍କ ପିତୃ ଲୋକଙ୍କର ଅପରାଧ ସଦାପ୍ରଭୁଙ୍କ ମନରେ ଥାଉ ଓ ତାହାର ମାତାର ପାପ ପୋଛି ନ ହେଉ।

ଯିଶାଇୟ 36:11

ତା'ପ ରେ ଇଲିଯାକିମ୍, ଶିବ୍ନ ଓ ୟୋଯାହ ରବଶାକିକି କହିଲେ, ଦୟାକରି ଆପଣ ଆପଣଙ୍କର ଦାସମାନଙ୍କୁ ଅରାମୀଯ ଭାଷା ରେ କୁହନ୍ତୁ। କାରଣ ଆମ୍ଭମାନେେ ସେ ଭାଷା ବୁଝି ପାରୁଛୁ। ପୁଣି ପ୍ରାଚୀର ଉପରିସ୍ଥ ଲୋକମାନଙ୍କର ଗୋଚର ନିମନ୍ତେ ୟିହୁଦୀଯ ଭାଷା ରେ କୁହନ୍ତୁ ନାହିଁ।'

ଯିଶାଇୟ 43:25

ମୁଁ ଏକମାତ୍ର ପବିତ୍ର ଯେ କି ତୁମ୍ଭର ସମସ୍ତ ଦୋଷକୁ ନଥିପତ୍ରରୁ ପୋଛି ଦିଏ। ଆଉ ମଧ୍ଯ ତୁମ୍ଭର ସମସ୍ତ ପାପକୁ ମୁଁ ଭୁଲିୟାଏ। ମାରେ ଗାରିମାକୁ ରକ୍ଷା କରିବାକୁ ଏପରି କରେ।

ଯିଶାଇୟ 44:22

ମଲଘ ସଦୃଶ ତୁମ୍ଭର ପାପକୁ ଓ କୁହୁଡ଼ି ସଦୃଶ ତୁମ୍ଭର ପାପକୁ ଆମ୍ଲଭ ମାର୍ଜନା କରିଅଛୁ। ପବନସର ମଲଘ ଚାଲିଗଲା ପରି ତୁମ୍ଭର ପାପସବୁ ଦୂରୀଭୂତସହାଇଅଛି।ସତଣୁ ତୁମ୍ଲଭ ଆମ୍ଭ ନିକଟକୁସଫରିଆସ, କାରଣ ଆମ୍ଲଭ ତୁମ୍ଭକୁ ମୁକ୍ତ କରିଅଛୁ।'

ଯିରିମିୟ 18:23

ହେ ସଦାପ୍ରଭୁ, ମାରେ ବିନାଶ ପାଇଁ ସମାନଙ୍କେର ଯୋଜନା ତୁମ୍ଭେ ଜାଣୁଅଛ। ସମାନଙ୍କେର ଅଧର୍ମ କ୍ଷମା କର ନାହିଁ। ତୁମ୍ଭ ଦୃଷ୍ଟି ରେ ସମାନଙ୍କେର ପାପ ଲୋପ କର ନାହିଁ। ତୁମ୍ଭେ ସମାନଙ୍କେୁ ବିନାଶ କର। ଆପଣା କୋରଧ ସମାନଙ୍କେ ପ୍ରତି ବ୍ଯବହାର କର।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 4:14

କ'ଣ ଆଲକଜୋଣ୍ଡର ମାରେ ବହୁତ ଅନିଷ୍ଟ କରିଛି। ପ୍ରଭୁ ତାହାକୁ ଏହି କାର୍ୟ୍ଯଗୁଡ଼ିକ ଲାଗି ଦଣ୍ଡ ଦବେେ।

Interlinear

Choose Theme