Home Bibles ☰ Books ନିହିମିୟା 3:7 · ଓଡ଼ିଆ ବାଇବେଲ
ନିହିମିୟା 3:7 · ଓଡ଼ିଆ ବାଇବେଲ

ଗିବିଯୋନୀଯରୁ ମଲାଟିଯ ଓ ମରୋଣୋଥୀଯରୁ ୟାଦୋନ ସମାନଙ୍କେର ପାଶର୍‌ବ ପ୍ରାଚୀରକୁ ମରାମତି କଲେ। ସହେି ଲୋକମାନେ ଗିବିଯୋନ ଓ ମିସ୍ପାରୁ ଥିଲେ। ସମାନେେ ନଦୀର ପଶ୍ଚିମାଞ୍ଚଳ ରାଜ୍ଯପାଳ ଦ୍ବାରା ଶାସିତ ହେଲେ।

Cross references

ଯିହୋଶୂୟ 9:3

ଯିରୀହାେ ପ୍ରତି ଓ ଅଯ ପ୍ରତି ଯିହାଶୂେୟ ଯାହା କରିଥିଲେ ଓ କିପରି ପରାସ୍ତ କରିଥିଲେ, ସେ ବିଷଯ ରେ ଗିବଯୋନର ଲୋକମାନେ ଶୁଣିଲେ।

ଦିତୀୟ ଶାମୁୟେଲ 21:2

ଗିବିଯୋନୀଯମାନେ ଇଶ୍ରାୟେଲୀୟ ନ ଥିଲେ। ସମାନେେ ଇ ମାରେୀଯ ବଂଶଧର ଥିଲେ। ଇଶ୍ରାୟେଲୀୟମାନେ ପ୍ରତିଜ୍ଞା କରିଥିଲେ ସମାନେେ ଗିବିଯୋନୀଯମାନଙ୍କୁ ହତ୍ଯା କରିବେ ନାହିଁ। କିନ୍ତୁ ଶାଉଲ ସମାନଙ୍କେୁ ହତ୍ଯା କରିବାକୁ ଚେଷ୍ଟା କରିଥିଲେ। କାରଣ ତାଙ୍କର ଇଶ୍ରାୟେଲୀୟମାନଙ୍କ ପ୍ରତି ଓ ୟିହକ୍ସ୍ଟଦାମାନଙ୍କ ପ୍ରତି ଉଦ୍ୟୋଗୀ ହାଇେ ସମାନଙ୍କେୁ ବଧ କରିବାକୁ ଚେଷ୍ଟା କରିଥିଲେ।

ପ୍ରଥମ ବଂଶାବଳୀ 27:30

ଇଶମାଯଲେୀଯ ଓବୀଲ୍ ଓଟମାନଙ୍କର ଦାଯିତ୍ବ ରେ ଥିଲେ। ମରେୋଣୋଥୀଯ ଯହଦେୀଯ ଗଧମାନଙ୍କର ଦାଯିତ୍ବ ରେ ଥିଲେ।

ଦିତୀୟ ବଂଶାବଳୀ 16:6

ଏହାପରେ ରାଜା ଆସା ଯିହୁଦାର ସମସ୍ତ ଲୋକଙ୍କୁ ଏକତ୍ର ଡାକିଲେ। ସମାନେେ ରାମା ସହରକୁ ଗଲେ ଓ ବାଶା ଦୁର୍ଗ ନିର୍ମାଣ କରିବା ନିମନ୍ତେ ଯେଉଁ ପ୍ରସ୍ତର ଓ କାଷ୍ଠ ବ୍ଯବହାର କରୁଥିଲା, ତାହା ନଇଗେଲେ। ଆସା ଓ ଯିହୁଦାର ଲୋକମାନେ ଗବୋ ଓ ମିମ୍ଫା ସହରକୁ ଆହୁରି ଦୃଢ଼ କରିବା ନିମନ୍ତେ ସହେି ପ୍ରସ୍ତର ଓ କାଷ୍ଠଗୁଡ଼ିକୁ ବ୍ଯବହାର କଲେ।

ନିହିମିୟା 2:7

ମୁଁ ମଧ୍ଯ ରାଜାଙ୍କୁ କହିଲି, ଯଦି ମହାରାଜାଙ୍କର ସନ୍ତାଷେ ହୁଏ, ତବେେ ନଦୀ ସପୋରିସ୍ଥ ଦଶାେଧ୍ଯକ୍ଷମାନେ ଯେପରି ଯିହୁଦା ଦେଶ ରେ ଉପସ୍ଥିତ ହବୋ ପର୍ୟ୍ଯନ୍ତ ୟାତ୍ରା କରିବା ପାଇଁ ମାେତେ ଛାଡି ଦିଅନ୍ତି। ଏଥିପାଇଁ ସମାନଙ୍କେ ନିକଟକୁ ମାେ ହାତ ରେ ପତ୍ର ପଠାନ୍ତୁ।

ନିହିମିୟା 3:19

ତାହା ନିକଟରେ ମିସ୍ପାର ଅଧ୍ଯକ୍ଷ ଯଶୂେଯର ପୁତ୍ର ଏସର୍ ପ୍ରାଚୀରର ବାଙ୍କ ନିକଟସ୍ଥ ଅସ୍ତ୍ରାଗାରର ଉଠାଣୀ ପଥ ସମ୍ମୁଖ ରେ ଅନ୍ୟ ଏକ ଭଗ୍ନା ଅଂଶ ଗଠନ କଲେ।

Interlinear

Choose Theme