Home Bibles ନିହିମିୟା 2:15 · ଓଡ଼ିଆ ବାଇବେଲ
ନିହିମିୟା 2:15 · ଓଡ଼ିଆ ବାଇବେଲ

ତେଣୁ ମୁଁ ଉପତ୍ୟକା ଉପରକୁ ଅନ୍ଧାର ରେ ଚଢିଲି ଓ ପ୍ରାଚୀରକୁ ନିରୀକ୍ଷଣ କଲି ଏବଂ ଉପତ୍ୟକାର ଫାଟକ ଦଇେ ଫରେି ଆସିଲି।

Cross references

ଦିତୀୟ ଶାମୁୟେଲ 15:23

ସମସ୍ତ ଲୋକ ଉଚ୍ଚ ସ୍ବର ରେ ଚିତ୍କାର କଲେ। ରାଜା ମଧ୍ଯ କିଦ୍ରୋଣ ନଦୀ ପାର ହାଇଗେଲେ ଓ ସମସ୍ତ ଲୋକ ନଦୀ ପାର ହାଇେ ମରକ୍ସ୍ଟଭୂମିରେ ପ୍ରବେଶ କଲେ।

ଦିତୀୟ ବଂଶାବଳୀ 26:9

ଉଷିୟ ୟିରୁଶାଲମର କଣସ୍ଥିତ ଦ୍ବାର, ଉପତ୍ୟକା ଦ୍ବାର ଓ ପ୍ରାଚୀର ବୁଲିୟାଇଥିବା ସ୍ଥାନ ରେ ଉଚ୍ଚ ଦୁର୍ଗମାନ ନିର୍ମାଣ କଲେ। ଉଷିୟ ସହେି ଦୁର୍ଗଗୁଡ଼ିକୁ ଦୃଢ଼ କଲେ।

ନିହିମିୟା 3:13

ହାନୂନ୍ ଓ ସାନୋହର ନିବାସୀମାନେ ଉପତ୍ୟକା ଦ୍ବାରର ଭଗ୍ନାଂଶ ଗଠନ କଲେ। ସମାନେେ ତାହା ଗଢି ତାର କବାଟ, କବ୍ଜା, ଅର୍ଗଳ ସବୁ ଲଗାଇଲେ। ଆଉ ଖତଦ୍ବାର ପର୍ୟ୍ଯନ୍ତ ପ୍ରାଚୀର ଏକ ହଜାର ହାତ ଦୃଢ କଲେ।

ଯିରିମିୟ 31:38

ସଦାପ୍ରଭୁ କହନ୍ତି, ଏପରି ଏକ ସମୟ ଆସୁଅଛି, ଯେତବେେଳେ ୟିରୁଶାଲମ ନଗର ପୁନର୍ବାର ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ନିର୍ମିତ ହବେ। ତା'ପ ରେ ହନନଲେ ଦୁର୍ଗରୁ କଣ ଫାଟକ ପର୍ୟ୍ଯନ୍ତ ତାହା ନିର୍ମିତ ହବେ।

ଯୋହନଲିଖିତ ସୁସମାଚାର 18:1

ଯୀଶୁ ଏହି ପ୍ରାର୍ଥନା କରି ସାରିବା ପରେ, ଶିଷ୍ଯମାନଙ୍କ ସହିତ ଚାଲିଗଲେ। ସମାନେେ କିଦ୍ରୋଣ ଉପତ୍ୟକା ପାରି ହାଇଗେଲେ। ଆର ପଟେ ଜଳପାଇ ବୃକ୍ଷର ଗୋଟିଏ ବଗିଚା ଥିଲା। ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ସଠାେକୁ ଗଲେ।

Interlinear

Choose Theme