ତେଣୁ କଣ ଆମ୍ଭେ କଥା ଶୁଣି ପରମେଶ୍ବରଙ୍କ ବିରୁଦ୍ଧ ରେ ୟିବୁ? ବିଦେଶୀଯା ସ୍ତ୍ରୀମାନଙ୍କୁ ବିବାହ କରି ମହାପାପ କରିବୁ?
Cross references
ତୁମ୍ଭମାନଙ୍କର କଥା କିଏ ଶକ୍ସ୍ଟଣିବ? ସମସ୍ତେ ଯୁଦ୍ଧରୁ ଆଣିଥିବା ସାମଗ୍ରି ରେ ୟିଏ ୟକ୍ସ୍ଟଦ୍ଧକକ୍ସ୍ଟ ୟାଇଥିଲା ସେ ମଧ୍ଯ ଓ ୟିଏ ଭଣ୍ତାରର ଦାଯିତ୍ବ ରେ ଥିଲା ସେ ମଧ୍ଯ ସମାନ ଭାଗ ପାଇବ।
ଏହା ଦେଖିସାରିବା ପରେ ଆମ୍ଭମାନେେ କ'ଣ ଆଉଥରେ ଏପରି ଭୁଲ୍ କରିବୁ। ଏହି ଘୃଣା ଯୋଗ୍ଯ କର୍ମ ଅନ୍ୟ ଗୋଷ୍ଠୀଯମାନଙ୍କ ସଙ୍ଗେ ବନ୍ଧୁ କରିବୁ, ତୁମ୍ଭେ କ'ଣ ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣ ନିଃଶଷେ କରିବ ନାହିଁ।
ଏହାପରେ ଏଲାମର ବଂଶଧରମାନଙ୍କ ମଧ୍ଯରୁ ୟିହୀଯଲରେ ପୁତ୍ର ଶଖନିଯ ଏଜ୍ରାଙ୍କୁ କହିଲା, ଆମ୍ଭେ ଆମ୍ଭର ପରମେଶ୍ବରଙ୍କୁ ବିଶ୍ବାସଘାତ କରୁଛୁ। ଆମ୍ଭେ ଅନ୍ୟ ଦେଶୀଯମାନଙ୍କୁ ବିବାହ କରିଛୁ। କିନ୍ତୁ ଆମ୍ଭେ ଏପରି କଲେ ମଧ୍ଯ ଆମ୍ଭମାନଙ୍କର ଇଶ୍ରାୟେଲଙ୍କ ପ୍ରତି ଭରସା ଅଛି।
ଆମ୍ଭେ ପ୍ରତିଜ୍ଞା କରୁଅଛୁ, ଆଉ ଦେଶସ୍ଥ ଲୋକମାନେ ବିଶ୍ରାମ ବାର ରେ କୌଣସି ପଦାର୍ଥ କି ଖାଦ୍ୟଦ୍ରବ୍ଯ ବିକିବାକୁ ଆଣିଲେ, ଆମ୍ଭମାନେେ ବିଶ୍ରାମଦିନ ରେ, କି ଅନ୍ୟ କୌଣସି ପବିତ୍ର ଦିନ ରେ ସମାନଙ୍କେଠାରୁ ତାହା କିଣିବୁ ନାହିଁ। ଆଉ ସପ୍ତମ ବର୍ଷ, ସର୍ବପ୍ରକାର ଋଣ ଆଦାଯ କରିବାର ଛାଡି ଦବେୁ।