Home Bibles ନିହିମିୟା 11:30 · ଓଡ଼ିଆ ବାଇବେଲ
ନିହିମିୟା 11:30 · ଓଡ଼ିଆ ବାଇବେଲ

ସା ନୋହ, ଅଦୁଲ୍ଲମ ଓ ତହିଁର ପାଶର୍‌ବବର୍ତ୍ତୀ ଗ୍ରାମ ରେ, ଲାଖୀଶ ଓ ତହିଁର କ୍ଷେତ୍ର ରେ, ଅ ସକୋ ଓ ତହିଁର ଗ୍ରାମ ରେ ବାସ କଲେ। ଏହିପରି ସମାନେେ ବେର୍ଶବୋଠାରୁ ହିନ୍ନୋମ ଉପତ୍ୟକା ପର୍ୟ୍ଯନ୍ତ ଛାଉଣି କଲେ।

Cross references

ଯିହୋଶୂୟ 10:3

ଆଦୋନିଷଦେକ୍, ୟିରକ୍ସ୍ଟଶାଲମର ରାଜା ହିବ୍ରୋଣର ରାଜା ହୋହମ ଓ ୟମୂର୍ତର ରାଜା କିରାମ୍ ଓ ଲାଖୀଶର ରାଜା ୟାଫିଯ ଓ ଇଗ୍ଲୋନ ରାଜା ଦବୀର ନିକଟକକ୍ସ୍ଟ କହି ପଠାଇଲା।

ଯିହୋଶୂୟ 12:15

ଲି‌‌ବ୍‌‌ନାର ରାଜା 1, ଅଦୁଲ୍ଲମର ରାଜା 1

ଯିହୋଶୂୟ 15:8

ସହେି ସୀମା ହିନ୍ନୋମ ଉପତ୍ୟକା ଦଇେ ଉଠି ଦକ୍ଷିଣ ଦିଗ ରେ ୟିବୂଷ ନଗର ଆଡକକ୍ସ୍ଟ ଗଲା, ଏହାକକ୍ସ୍ଟ ୟିରକ୍ସ୍ଟଶାଲମ କହନ୍ତି। ଏହିପରି ସହେି ସୀମା ପଶ୍ଚିମ ରେ ହିନ୍ନୋମ ଉପତ୍ୟକା ପର୍ୟ୍ଯନ୍ତ ଗଲା। ଏହା ରଫାଯିମ ଉପତ୍ୟକାର ଉତ୍ତର ପ୍ରାନ୍ତସ୍ଥିତ ପର୍ୟ୍ଯନ୍ତ ଥିଲା।

ଯିହୋଶୂୟ 15:34

ସା ନୋହ, ଐନ୍ଗନ୍ନୀମ୍, ତପୂହ, ଐନମ୍,

ଯିହୋଶୂୟ 15:39

ଲାଖୀଶ୍, ବସ୍କତ୍, ଇଗ୍ଲୋନ୍,

ଯିହୋଶୂୟ 18:16

ଏହାର ସୀମା ରଫାଯୀମ୍ ତଳ ଭୂମିର ଉତ୍ତର ଦିଗସ୍ଥ ହିନ୍ନୋମ ପକ୍ସ୍ଟତ୍ରର ଉପତ୍ୟକା ସମକ୍ସ୍ଟଖସ୍ଥ ପର୍ବତର ପ୍ରାନ୍ତ ପର୍ୟ୍ଯନ୍ତ ଲାଗିଥିଲା ଓ ଏହାର ସୀମା ହିନ୍ନୋମ ଉପତ୍ୟକାଠାରକ୍ସ୍ଟ ୟିବୂଷର ଦକ୍ଷିଣ ପାଶର୍‌ବ ପର୍ୟ୍ଯନ୍ତ ଲାଗିଥିଲା। ଏବଂ ଏହାର ସୀମା ଐନ ରୋଗଲକେକ୍ସ୍ଟ ଲାଗିଥିଲା।

ଦିତୀୟ ରାଜାବଳୀ 23:10

ତୋଫତ ବନେ-ହିନ୍ନୋମ ଉପତ୍ୟକାର ଗୋଟିଏ ସ୍ଥାନ ଥିଲା, ଯେଉଁଠା ରେ ଲୋକମାନେ ସମାନଙ୍କେର ପୁତ୍ର ଓ କନ୍ଯାମାନଙ୍କୁ ମଲକେ ମିଥ୍ଯା ଦବେତା ସମ୍ମାନାର୍ଥେ ଅଗ୍ନି ରେ ହାମେ କଲେ। ଯେତବେେଳେ ଯୋଶିୟଯ ସହେି ସ୍ଥାନକୁ ଅପବିତ୍ର କଲେ। ଲୋକମାନେ ଯେପରି ହାମେ ସ୍ଥାନକୁ ଅଧିକ ସମୟ ବ୍ଯବହାର ପାଇଁ ବନ୍ଦ କଲେ।

ନିହିମିୟା 3:13

ହାନୂନ୍ ଓ ସାନୋହର ନିବାସୀମାନେ ଉପତ୍ୟକା ଦ୍ବାରର ଭଗ୍ନାଂଶ ଗଠନ କଲେ। ସମାନେେ ତାହା ଗଢି ତାର କବାଟ, କବ୍ଜା, ଅର୍ଗଳ ସବୁ ଲଗାଇଲେ। ଆଉ ଖତଦ୍ବାର ପର୍ୟ୍ଯନ୍ତ ପ୍ରାଚୀର ଏକ ହଜାର ହାତ ଦୃଢ କଲେ।

ଯିଶାଇୟ 37:8

ପ୍ରଧାନ ସନୋପତି ଫରେିଗଲେ ଏବଂ ସେତବେେଳେ ସେ ଶୁଣିବାକୁ ପାଇଲେ ଯେ, ଅଶୂରର ରାଜା ଲାଖୀଶର ସନୋ ଛାଉଣୀ ଛାଡ଼ିଛନ୍ତି। ସନୋପତି ଲିବ୍ ନା ରେ ରାଜା ୟୁଦ୍ଧ କରୁଥିବାର ଦେଖିଲା।

ଯିରିମିୟ 7:31

ସମାନେେ ନିଜ ନିଜର ପୁତ୍ରକନ୍ଯାମାନଙ୍କୁ ଅଗ୍ନି ରେ ଦଗ୍ଧ କରିବା ପାଇଁ ହିନ୍ନୋମ ପୁତ୍ରର ଉପତ୍ୟକା ରେ ତୋଫତର ଉଚ୍ଚସ୍ଥଳୀମାନ ପ୍ରସ୍ତୁତ କରିଅଛନ୍ତି। ଏହା ଆମ୍ଭେ କବେେ ଆଜ୍ଞା କରି ନାହୁଁ କିଅବା ଆମ୍ଭ ମନ ରେ ସେ ଭାବ କବେେ ଉଦଯ ହାଇେ ନାହିଁ।

ଯିରିମିୟ 19:2

ଆଉ ଲୋକମାନଙ୍କ ମଧ୍ଯରୁ କେତକେ ପ୍ରାଚୀନ ଲୋକଙ୍କୁ ଓ ଯାଜକମାନଙ୍କ ମଧ୍ଯରୁ କେତକେ ପ୍ରାଚୀନ ଯାଜକଗଣଙ୍କୁ ନିଅ, ଏବଂ ସମାନଙ୍କେୁ ନଇେ ହାର୍ଶିତ ଫାଟକ ପ୍ରବେଶ ସ୍ଥାନରୁ ନିକଟରୁ ହିନ୍ନୋମ ପୁତ୍ରର ଉପତ୍ୟକାକୁ ବାହାରିୟାଅ। ଆଉ ଆମ୍ଭେ ତୁମ୍ଭକୁ ଯାହା କହିବା, ତୁମ୍ଭେ ସହେି ସ୍ଥାନ ରେ ପ୍ରଚାର କର।

ଯିରିମିୟ 19:6

ଏହି ସଦାପ୍ରଭୁ କହନ୍ତି, ଦେଖ, ଏହିସ୍ଥାନ ତୋଫାନ୍ କିଅବା ହିନ୍ନୋମ ପୁତ୍ରର ଉପତ୍ୟକା ବୋଲି ଖ୍ଯାତ ନ ହାଇେ ହତ୍ଯା ଉପତ୍ୟକା ବୋଲି ଖ୍ଯାତ ହବେ, ଏପରି ସମୟ ଆସୁଅଛି।

ଯିରିମିୟ 32:35

ସମାନେେ ହିନ୍ନୋମ ପୁତ୍ରର ଉପତ୍ୟକା ରେ ବାଲ୍ଦବରେ ଉଚ୍ଚସ୍ଥଳୀ ନିର୍ମାଣ କରିଅଛନ୍ତି। ସମାନେେ ମାେଲକର ଉଦ୍ଦେଶ୍ଯ ରେ ଆପଣା ପୁତ୍ର କନ୍ଯାଗଣଙ୍କୁ ଅଗ୍ନି ମଧ୍ଯଦଇେ ଗମନ କରାଇବା ପାଇଁ ଏସବୁ ନିର୍ମାଣ କରିଛନ୍ତି। ମାତ୍ର ଏସବୁ ଘୃଣ୍ଯକର୍ମ କରିବା ପାଇଁ ଆମ୍ଭେ ଆଜ୍ଞା ଦଇେ ନାହୁଁ କିଅବା ଆମ୍ଭ ମନ ରେ ତାହା ଉଦଯ ହାଇେ ନାହିଁ। ଯିହୁଦାକୁ ପାପ କରାଇବା ପାଇଁ ସମାନେେ ଏହା କରିଛନ୍ତି।

ମୀଖା 1:15

ହେ ମା ରଶାେ ନିବାସୀ, ତୁମ୍ଭମାନଙ୍କ ବିରୁଦ୍ଧ ରେ ଏକ ବ୍ଯକ୍ତିକୁ ଆଣିବି, ୟିଏକି ତୁମ୍ଭମାନଙ୍କର ସମସ୍ତ ଅଧିକାର କରିବ। ଇଶ୍ରାୟେଲର ଗୌରବ ଅଦୁଲ୍ଲମକୁ ଆସିବ।

Interlinear

Choose Theme