ତୁମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧ ରେ କାହିଁକି ଷଡୟନ୍ତ୍ର କରୁଛ? ସେ ସମ୍ପୂର୍ଣ୍ଣ ରୂପେ ତୁମ୍ଭକୁ ଧ୍ବଂସ କରିବେ, ତେଣୁ ତୁମ୍ଭେ ପୁନର୍ବାର ଏହା କରିବ ନାହିଁ।
Cross references
ମୁ ଏଲିର ପରିବାରକକ୍ସ୍ଟ ଯାହା ଯାହା କହକ୍ସ୍ଟଅଛି ସେ ସମସ୍ତ ପ୍ରଥମରକ୍ସ୍ଟ ଶଷେ ପର୍ୟ୍ଯନ୍ତ ପକ୍ସ୍ଟରଣ କରିବ।
ଅବୀଶଯ ଦାଉଦଙ୍କକ୍ସ୍ଟ କହିଲା, ଆଜି ପରମେଶ୍ବର ତୁମ୍ଭକୁ ତକ୍ସ୍ଟମ୍ଭ ଶତୃକକ୍ସ୍ଟ ପରାସ୍ତ କରିବାର ସକ୍ସ୍ଟୟୋଗ ଦଇେଛନ୍ତି। ତେଣୁ ଏହି ବର୍ଚ୍ଛା ରେ ତାକକ୍ସ୍ଟ ଭୂମିରେ ବଦ୍ଧ କରିବାକୁ ଅନକ୍ସ୍ଟମତି ଦିଅନ୍ତକ୍ସ୍ଟ। ମୁ ତାକକ୍ସ୍ଟ ଏକାଥରେ ହତ୍ଯା କରିବି।
ମାତ୍ର ଯୋୟାବର ହସ୍ତସ୍ଥିତ ଖଡ୍ଗ ପ୍ରତି ଅମାସା କିଛି ଦୃଷ୍ଟି ଦଲୋ ନାହିଁ। ଏବଂ ଯୋୟାବ ସହେି ଖଡ୍ଗ ରେ ତା'ର ଉଦରକକ୍ସ୍ଟ ଆଘାତ କରି ତାହାର ଅନ୍ତବକ୍ସ୍ଟଜକ୍ସ୍ଟଳି କାଢି ଭୂମିରେ ପକାଇ ଦଲୋ। ସେ ଦ୍ବିତୀୟ ଥର ଆଘାତ କଲା ନାହିଁ। ସେଥି ରେ ହିଁ ସେ ମରି ୟାଇଥିଲା। ତା'ପରେ ଯୋୟାବ ଏବଂ ତାହାର ଭାଇ ଅବୀଶଯ ବିଖ୍ରିର ପକ୍ସ୍ଟତ୍ର ପଛ ରେ ଗୋଡ଼ାଇବାକକ୍ସ୍ଟ ଆରମ୍ଭ କଲେ।
କାହିଁକି ଅନ୍ୟ ଦେଶରେ ଲୋକମାନେ କଳହ କରନ୍ତି, କାହିଁକି ସମାନେେ ମନ୍ଦ ଯୋଜନା କରନ୍ତି ?
କାହିଁକି ? କାରଣ ସହେି ଦୁଷ୍ଟ ଲୋକମାନେ ତୁମ୍ଭ ବିରୁଦ୍ଧରେ ମନ୍ତ୍ରଣା କରୁଥିଲେ। ହେ ସଦାପ୍ରଭୁ, ସମାନେେ ମନ୍ଦ କାର୍ୟ୍ଯ କରିବାକୁ ଯୋଜନା କରୁଥଲେ କିନ୍ତୁ ସମାନେେ ସହେି କାର୍ୟ୍ଯରେ ସଫଳ ହେଲେ ନାହିଁ।
ସଦାପ୍ରଭୁ ସମସ୍ତଙ୍କ ଉପଦେଶକୁ ବ୍ଯର୍ଥ କରି ପାରନ୍ତି। ସେ ସମାନଙ୍କେ ସମସ୍ତ ଯୋଜନାକୁ ବ୍ଯର୍ଥ କରି ପାରନ୍ତି।
ସଦାପ୍ରଭୁଙ୍କ ବିରୁଦ୍ଧ ରେ କୌଣସି ଜ୍ଞାନ କି ବୁଦ୍ଧି କି ମନ୍ତ୍ରଣା ନାହିଁ।
ହେ ଗୋଷ୍ଠୀସମୂହ, ତୁମ୍ଭମାନେେ ୟୁଦ୍ଧ ପାଇଁ ପ୍ରସ୍ତୁତ ହୁଅ, ମାତ୍ର ତୁମ୍ଭମାନେେ ପରାସ୍ତ ହବେ। ହେ ଦୂର ଦେଶୀଯ ଲୋକମାନେ, ତୁମ୍ଭମାନେେ ଧ୍ଯାନପୂର୍ବକ ଶୁଣ। ତୁମ୍ଭମାନେେ ୟୁଦ୍ଧପାଇଁ ପ୍ରସ୍ତୁତ ହେଲବେି ତୁମ୍ଭମାନେେ ପରାଜିତ ହବେ।
ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ସେ ସମୟରେ ନାନା ଭାବନା ତୁମ୍ଭ ମନ ରେ ଆସିବ ଓ ତୁମ୍ଭେ ଗୋଟିଏ ଅନିଷ୍ଟ ସଂକଳ୍ପ କରିବ।
ଜଣେ ୟିଏ କି ସଦାପ୍ରଭୁଙ୍କ ବିରୁଦ୍ଧ ରେ ମନ୍ଦ ଯୋଜନା କରିବାକୁ ଉପଦେଶ ଦବେ, ସପରେି ଲୋକ ତୁମ୍ଭମାନଙ୍କ ମଧ୍ଯରୁ ବାହାରି ୟାଇଛି।
ଆମ୍ଭମାନଙ୍କର ପୂର୍ବପୁରୁଷ ଦାଉଦ ତୁମ୍ଭର ସବେକ ଥିଲେ। ସେ ପବିତ୍ର ଆତ୍ମାଙ୍କ ଦ୍ବାରା ଚ଼ାଳିତ ହାଇେ ଏହି କଥା ଲେଖିଛନ୍ତି,
ଆମ୍ଭେ ପ୍ରେତ୍ୟକକ ପ୍ରକାରର ଚିନ୍ତାଧାରାକୁ ଖ୍ରୀଷ୍ଟଙ୍କ ନିୟନ୍ତ୍ରଣାଧୀନ କରୁ ଓ ତାଙ୍କର ଆଜ୍ଞାକାରୀ ହବୋ ପାଇଁ ବାଧ୍ଯ କରୁ। ଆମ୍ଭେ ପ୍ରେତ୍ୟକକ ପ୍ରକାରର ଚିନ୍ତାଧାରାକୁ ଖ୍ରୀଷ୍ଟଙ୍କ ନିୟନ୍ତ୍ରଣାଧୀନ କରୁ ଓ ତାଙ୍କର ଆଜ୍ଞାକାରୀ ହବୋ ପାଇଁ ବାଧ୍ଯ କରୁ।