Home Bibles ମୀଖା 7:15 · ଓଡ଼ିଆ ବାଇବେଲ
ମୀଖା 7:15 · ଓଡ଼ିଆ ବାଇବେଲ

ଆମ୍ଭେ ତୁମ୍ଭକୁ ମିଶର ଦେଶରୁ ବାହାର କଲାପରି ବହୁ ଆଶ୍ଚର୍ୟ୍ଯ କର୍ମ କରିବା ଏବଂ ତୁମ୍ଭମାନଙ୍କୁ ଆଶ୍ଚର୍ୟ୍ଯ କାର୍ୟ୍ଯ ଦଖାଇବୋ।

Cross references

ଯାତ୍ରା ପୁସ୍ତକ 3:20

ତେଣୁ ଆମ୍ଭେ ଆପଣା ମହାନ ଶକ୍ତି ମିଶର ବିରୁଦ୍ଧ ରେ କାର୍ୟ୍ଯ କରାଇବା। ଆମ୍ଭେ ମିଶର ରେ ଆଶ୍ଚର୍ୟ୍ଯ କର୍ମମାନ ଘଟାଇବା, ଏହା ଆମ୍ଭେ କରିବା ପରେ ସେ ତୁମ୍ଭମାନଙ୍କୁ ୟିବାକୁ ଦବେେ।

ଗୀତସଂହିତା 68:22

ମାରେ ପ୍ରଭୁ କହିଲେ, ମାରେ ଶତ୍ରୁଗଣ ହୁଏତ ବାଶନ ପର୍ବତକୁ ଅଥବା ଭୂମଧ୍ଯ ସାଗରର ଗଭୀରକୁ ପଳାଇ ୟାଇପାରନ୍ତି। କିନ୍ତୁ ମୁଁ ସମାନଙ୍କେୁ ଅକ୍ତିଆର କରିବି ଏବଂ ସମାନଙ୍କେୁ ଫରୋଇ ଆଣିବି।

ଗୀତସଂହିତା 78:12

ପରମେଶ୍ବର ତାଙ୍କର ମହାନଶକ୍ତି ସିୟୋନ୍ ଓ ମିଶରରେ ତାଙ୍କର ପୂର୍ବପୁରୁଷମାନଙ୍କୁ ଦଖାଇେଥିଲେ।

ଯିଶାଇୟ 11:16

ପରମେଶ୍ବରଙ୍କ ଅବଶିଷ୍ଟାଂଶ ଲୋକେ ଏହି ରାଜପଥରେ ଗମନ କରିବେ। ଏହା ମିଶର ଦେଶରୁ ଲୋକଙ୍କୁ କାଢ଼ିବା ପରମେଶ୍ବରଙ୍କ ପରି ହବେ।

ଯିଶାଇୟ 51:9

ହେ ସଦାପ୍ରଭୁଙ୍କ ବାହୁ, ଉଠ, ଜାଗ୍ରତ ହୁଅ। ବଳ ଧାରଣ କର। ଯେପରି ପୂର୍ବକାଳ ରେ ଓ ପ୍ରାଚୀନକାଳର ପୁରୁଷ ପରମ୍ପରା ସମୟରେ ଉଠିଥିଲ, ସହେିପରି ଜାଗ। ରାହବକୁ ଯେ ଖଣ୍ଡ ଖଣ୍ଡ କରି କାଟିଥିଲେ ଓ ନାଗକୁ ଯେ ବିଦ୍ଧ କରିଥିଲେ, ସହେି ପ୍ରଭୁ ତୁମ୍ଭେ ନୁହଁ କି ?

ଯିଶାଇୟ 51:10

ଯେ ସମୁଦ୍ରକୁ ଓ ଗଭୀରତମ ବାରିଧିର ଜଳରାଶିକୁ ଶୁଷ୍କ କଲେ, ଯେ ମୁକ୍ତିପ୍ରାପ୍ତ ଲୋକମାନଙ୍କର ପାର ହବୋ ପାଇଁ ସମୁଦ୍ରର ଗଭୀରତମ ସ୍ଥାନ ପଥ କଲେ, ସହେି ପ୍ରଭୁ ତୁମ୍ଭେ ନୁହଁ କି ?

ଯିଶାଇୟ 63:11

ସେତବେେଳେ ସେ ପ୍ରାଚୀନ କାଳ ଓ ମାଶାେ ଓ ନିଜର ଲୋକମାନଙ୍କୁ ସ୍ମରଣ କଲେ, ସେ ନିଜର ମଷେପାଳକମାନଙ୍କୁ ସମୁଦ୍ର ପାର କରାଇ ଆଣିଲେ ଓ ସେ ୟିଏକି ସମାନଙ୍କେ ମଧିଅରେ ନିଜର ପବିତ୍ର ଆତ୍ମାକୁ ସ୍ଥାପନ କଲେ, ସେ କାହାଁନ୍ତି ?

ଯିରିମିୟ 23:7

ଏଣୁକରି ସଦାପ୍ରଭୁ କହନ୍ତି, ଏପରି ଏକ ସମୟ ଆସୁଅଛି, ଯେଉଁ ସମୟରେ ଲୋକମାନେ କହିବେ ନାହିଁ, ' ସହେି ଜୀବିତ ସଦାପ୍ରଭୁ ଇଶ୍ରାୟେଲ ସନ୍ତାନଗଣକୁ ମିଶର ଦେଶରୁ ବାହାରକରି ଆଣିଲେ।'

ଯିରିମିୟ 23:8

ମାତ୍ର ଲୋକମାନେ ଏକ ନୂଆ କଥା କହିବେ। ସମାନେେ କହିବେ, ' ସହେି ଜୀବିତ ସଦାପ୍ରଭୁ ଇଶ୍ରାୟେଲ କୁଳଜାତ ବଂଶକୁ ଉତ୍ତର ଦେଶରୁ ଓ ଯେଉଁ ଯେଉଁ ସ୍ଥାନକୁ ଆମ୍ଭେ ସମାନଙ୍କେୁ ତଡ଼ି ଦଇେଥିଲୁ, ସହେିସବୁ ଦେଶରୁ ସମାନଙ୍କେୁ ବାହାର କରି ଆଣିଲେ।' ଆଉ ସମାନେେ ଆପଣା ଦେଶ ରେ ବାସ କରିବେ। ଏପରି ସମୟ ଆସୁଅଛି।

Interlinear

Choose Theme