Home Bibles ☰ Books ମୀଖା 4:12 · ଓଡ଼ିଆ ବାଇବେଲ
ମୀଖା 4:12 · ଓଡ଼ିଆ ବାଇବେଲ

ସହେି ଲୋକମାଙ୍କର ନିଜର ମନ୍ତ୍ରଣା ଅଛି। କିନ୍ତୁ ସମାନେେ ସଦାପ୍ରଭୁଙ୍କର ମନ୍ତ୍ରଣା ଜାଣନ୍ତି ନାହିଁ। ସଦାପ୍ରଭୁ ସମାନଙ୍କେୁ ଏକ ସ୍ବତନ୍ତ୍ର ଉଦ୍ଦେଶ୍ଯ ରେ ଏଠାକୁ ଆଣିଛନ୍ତି, ସମାନଙ୍କେୁ ଶସ୍ଯ ଖଳା ରେ ଶସ୍ଯ ପେଶିଲା ପରି ଦଳି ଦବେେ।

Cross references

ଯିଶାଇୟ 10:7

ମାତ୍ର ମୁଁ ଅଶୂରକୁ ବ୍ଯବହାର କରିବି ସେ ଜାଣେ ନାହିଁ, ଅଶୂର ଭାବେ ନାହିଁ ଯେ ସେ ମାେ ପାଇଁ ଏକ ଅସ୍ତ୍ର। ଅଶୂର କବଳେ ଲୋକମାନଙ୍କୁ ଧ୍ବଂସ କରିବାକୁ ଇଚ୍ଛାକରେ। ସେ କବଳେ ଅନକେ ଗୋଷ୍ଠୀକୁ ଧ୍ବଂସ କରିବାକୁ ମନ୍ତ୍ରଣା କରେ।

ଯିଶାଇୟ 21:10

ଯିଶାଇୟ କହିଲେ, ହେ ମାରେ ଲୋକମାନେ, ମୁଁ ଇଶ୍ରାୟେଲ ପରମେଶ୍ବର ସର୍ବଶକ୍ତିମାନ ସଦାପ୍ରଭୁଙ୍କଠାରୁ ଯାହାସବୁ ଶୁଣିଅଛି, ତାହା ତୁମ୍ଭମାନଙ୍କୁ ଜଣାଉଛି। ତୁମ୍ଭମାନେେ ଶସ୍ଯ ଖଳା ରେ ଶସ୍ଯପରି ଦଳିଦବେ।'

ଯିଶାଇୟ 55:8

ସଦାପ୍ରଭୁ କୁହନ୍ତି, ଆମ୍ଭର ସଂକଳ୍ପ, ସକଳ ତୁମ୍ଭମାନଙ୍କର ସଂକଳ୍ପ ପରି ନୁହେଁ ଏବଂ ତୁମ୍ଭମାନଙ୍କର ମାର୍ଗସବୁ ଆମ୍ଭମାନଙ୍କ ମାର୍ଗପରି ନୁହେଁ।

ଯିରିମିୟ 29:11

ସଦାପ୍ରଭୁ କହନ୍ତି, ତୁମ୍ଭମାନଙ୍କ ପାଇଁ ଆମ୍ଭେ ଯେଉଁ ସଙ୍କଳ୍ପ କରିଛୁ ତାହା ମଙ୍ଗଳକର ଅଟେ। ମୁଁ ତୁମ୍ଭମାନଙ୍କର ଭବିଷ୍ଯଦ ପୁନଃସ୍ଥାପନ ପାଇଁ ଯୋଜନା କରୁଛି ଏବଂ ତୁମ୍ଭମାନଙ୍କୁ ପୁଣି ନୂଆ ଆଶା ଦବେି।

ଯିରିମିୟ 51:33

କାରଣ ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, ବାବିଲ ଏକ ଶସ୍ଯ ମର୍ଦ୍ଦନ ଖଳା ସ୍ବରୂପ ଆଉ ଅଳ୍ପ ସମୟରେ ଅମଳ ସମୟ ଆସିବ।

ଯୋୟେଲ 3:12

ହେ, ରାଜ୍ଯବାସୀ! ଜାଗ୍ରତ ହୁଅ, ୟିହୋଶାଫଟର ଉପତ୍ୟକାକୁ ଆସ କାରଣ ସହେି ସ୍ଥାନ ରେ ଆମ୍ଭେ ଇଶ୍ରାୟେଲର ଚତୁଃପାଶର୍‌ବ ରେ ଥିବା ରାଜ୍ଯମାନଙ୍କର ବିଗ୍ଭର କରିବା ପାଇଁ ଫରେି ଆସିବା।

ଯିଖରିୟ 14:1

ଦେଖ, ସଦାପ୍ରଭୁଙ୍କର ପାଇଁ ଏକ ବିଶଷଦେିନ ଆସୁଛି। ତୁମ୍ଭମାନେେ ଯେଉଁ ସମ୍ପତ୍ତି ନଇେଛ ତାହା ତୁମ୍ଭମାନଙ୍କ ମଧିଅରେ ଭାଗ କରାୟିବ।

ଲୂକଲିଖିତ ସୁସମାଚାର 3:17

ତାହାଙ୍କ ହାତ ରେ ଖଳା ସଫା କରିବାର କୁଲା ଅଛି। ସେଥି ରେ ସେ ଶସ୍ଯକୁ ଅଗାଡି ଠାରୁ ଅଲଗା କରି ଦବେେ। ସେ ଭଲ ଶସ୍ଯତକ ସଂଗ୍ରହ କରି ଅମାର ରେ ନଇେ ରଖିବେ। ତା'ପରେ ଅଗାଡି ଓ ଦରକାରୀ ଅନାବନା ଜିନିଷଗୁଡିକୁ ଚିରକାଳ ଜଳୁଥିବା ନିଆଁ ରେ ପୋଡି଼ ଦବେେ।

ରୋମୀୟଙ୍କ ପ୍ରତି ପତ୍ର 11:33

ପରମେଶ୍ବରଙ୍କ ଧନ ବହୁତ ମହାନ୍! ତାଙ୍କ ବୁଦ୍ଧି ଓ ଜ୍ଞାନର ସୀମା ନାହିଁ! ସେ ନିଷ୍ପତ୍ତିକିପରି ନିଅନ୍ତି କହେି ବୁଝାଇ ପାରିବ ନାହିଁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 14:14

ତା'ପରେ ମୁଁ ଦେଖିଲି, ମାେ ସମ୍ମୁଖ ରେ ଗୋଟିଏ ଧଳା ମେଘ ଥିଲା। ସହେି ମେଘ ଉପରେ ମନୁଷ୍ଯପୁତ୍ରଙ୍କ ପରି ଜଣେ ବ୍ଯକ୍ତି ବସିଥିଲେ। ତାହାଙ୍କ ମୁଣ୍ଡ ରେ ଗୋଟିଏ ସୁନାର ମୁକୁଟ ଓ ହାତ ରେ ଗୋଟିଏ ମୁନିଆ ଦାଆ ଥିଲା।

Interlinear

Choose Theme