Home Bibles ମାଥିଉଲିଖିତ ସୁସମାଚାର 9:16 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 9:16 · ଓଡ଼ିଆ ବାଇବେଲ

କହେି କବେେ ପୁରିଣା ଲୁଗା କଣା ରେ ନୂଆ କନାର ତାଳି ପକାଏ ନାହିଁ। କାରଣ ନୂଆ କନା ଧୋଇବା ପୂର୍ବରୁ ଯାକି ହାଇେ ନଥାଏ। ନୂଆ କନାର ତାଳି ପକାଇ ଦେଲେ ତାହା ଯାକି ହବୋ ବଳକେୁ ପୁରୁଣା ଲୁଗାକୁ ଚାରିପଟୁ ଟାଣିଦବେ ଓ କଣାଟି ଆହୁରି ଅଧିକ ବଡ ହାଇଯେିବ।

Cross references

ଆଦି ପୁସ୍ତକ 33:14

ସତଣୁସମାର ପ୍ରଭୁ ତୁମ୍ଲଭ ଆମ୍ଭ ଆଗସର ଚାଲ, ମୁଁ ତୁମ୍ଭକୁ ଧିସର ଧିସର ଅନୁସରଣ କରିବି, ପଶୁମାନଙ୍କର ନିରାପଦ ପାଇଁ। ମୁଁ ଏଥିପାଇଁ ଧିସର ୟିବି କାରଣସମାରପିଲାମାଲନ କ୍ଲାନ୍ତସହାଇ ପଡ଼ିଲବ। ମୁଁ ତୁମ୍ଭକୁସସଯୀରସର ସାକ୍ଷାତ କରିବି।

ଗୀତସଂହିତା 125:3

ଧାର୍ମିକ ଲୋକମାନଙ୍କର ଭୂମିକୁ ସଦାକାଳ ଅଧର୍ମ ଲୋକମାନେ ନିଜ ନିଯନ୍ତ୍ରଣରେ ରଖିପାରିବେ ନାହିଁ। ୟଦି ଏପରି ଘଟିଲା, ତବେେ ଧାର୍ମିକ ଲୋକମାନେ ଅଧର୍ମ କାର୍ୟ୍ଯ କରିବାକୁ ଆରମ୍ଭ କରିଦବେେ।

ଯିଶାଇୟ 40:11

ମଷେଶାବକ ମଷେମାନଙ୍କୁ ଚରାଇଲା ପରି ସେ ଆପଣା ଲୋକମାନଙ୍କର ଯତ୍ନ ନବେେ। ମଷେ ଛୁଆମାନଙ୍କୁ ସେ ନିଜର ବାହୁ ବଳ ରେ ସଂଗ୍ରହ କରିବେ ଓ ନିଜର କୋଳ ରେ ସମାନଙ୍କେୁ ବହି ନବେେ। ସମାନଙ୍କେର ମାଆମାନେ ପେଛ ପେଛ ଯିବେ।

ଲୂକଲିଖିତ ସୁସମାଚାର 5:36

ଯୀଶୁ ସମାନଙ୍କେୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ: ଜଣେ ଲୋକ ଗୋଟିଏ ପୁରୁଣା ଚାଦର ରେ ତାଳି ପକାଇବାକୁ କୌଣସି ନୂଆ ଚାଦରରୁ ଖଣ୍ଡେ ଚିରିପକାଏ ନାହିଁ। ଯେଉଁଲୋକ ଏଭଳି କରେ, ତା'ର ନୂଆ ଚାଦରଟିତ ନଷ୍ଟ ହାଇଯୋଏ ପୁଣି ନୂଆ ଚାଦରରୁ ଚିରା ହାଇେଥିବା ତାଳି ପୁରୁଣା ଚାଦର ସାଙ୍ଗ ରେ ମିଶେ ନାହିଁ।

ଯୋହନଲିଖିତ ସୁସମାଚାର 16:12

ମାରେ ତୁମ୍ଭମାନଙ୍କୁ କହିବା ପାଇଁ ବହୁତ କଥା ଅଛି। କିନ୍ତୁ େସତେ ମାତ୍ରା ରେ ସଗେୁଡିକ ବର୍ତ୍ତମାନ ତୁମ୍ଭେ ଗ୍ରହଣ କରିପାରିବ ନାହିଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 3:1

ଭାଇ ଓ ଭଉଣୀମାନେ! ପୂର୍ବ ରେ ମୁଁ ତୁମ୍ଭମାନଙ୍କୁ ଆତ୍ମିକମନା ଲୋକମାନଙ୍କୁ କହିବା ଭଳି କହି ପାରି ନ ଥିଲି। ମୁଁ ତୁମ୍ଭମାନଙ୍କ ସହିତ ଜାଗତିକ ଲୋକ ଭଳି କଥାବାର୍ତ୍ତା କଲି। ଖ୍ରୀଷ୍ଟଙ୍କଠା ରେ ଶିଶୁ ଭଳି ମୁଁ ତୁମ୍ଭମାନଙ୍କୁ କହିଲି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 13:13

ଅତଏବ ବିଶ୍ବାସ, ଭରସା ଓ ପ୍ ରମେ ସ୍ଥାଯୀ ଅଟେ। ଉକ୍ତ ତିନୋଟି ମଧ୍ଯରୁ ପ୍ ରମେ ହେଉଛି ସର୍ବୋତ୍କୃଷ୍ଟ।

Interlinear

Choose Theme