Home Bibles ଆଦି ପୁସ୍ତକ 33:14 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 33:14 · ଓଡ଼ିଆ ବାଇବେଲ

ସତଣୁସମାର ପ୍ରଭୁ ତୁମ୍ଲଭ ଆମ୍ଭ ଆଗସର ଚାଲ, ମୁଁ ତୁମ୍ଭକୁ ଧିସର ଧିସର ଅନୁସରଣ କରିବି, ପଶୁମାନଙ୍କର ନିରାପଦ ପାଇଁ। ମୁଁ ଏଥିପାଇଁ ଧିସର ୟିବି କାରଣସମାରପିଲାମାଲନ କ୍ଲାନ୍ତସହାଇ ପଡ଼ିଲବ। ମୁଁ ତୁମ୍ଭକୁସସଯୀରସର ସାକ୍ଷାତ କରିବି।

Cross references

ଆଦି ପୁସ୍ତକ 32:3

ଯାକୁବ ଭାଇ ଏଷୌ ସଯେୀର ଅଞ୍ଚଳ ରେ ବାସ କରୁଥିଲେ। ସେ ଅଞ୍ଚଳ ଥିଲା ଇଦୋମର ପର୍ବତମଯ ଦେଶ। ଯାକୁବ ଏଷୌ ନିକଟକୁ ଦୂତ ପଠାଇଲେ।

ଆଦି ପୁସ୍ତକ 32:4

ଯାକୁବ ଦୂତମାନଙ୍କୁ କହିଲେ, ଏହି କଥା ମାରେ ଜେଷ୍ଠ ଭ୍ରାତା ଏଷୌଙ୍କୁ କୁହ, 'ତୁମ୍ଭର ଦାସ ଯାକୁବ କହିଲା, ଏହି ଦିନଗୁଡ଼ିକ ମୁଁ ଲାବନ ସହିତ ବାସ କରିଛି।

ଦିତୀୟ ବିବରଣ 2:1

ଏହାପରେ ସଦାପ୍ରଭୁ ଯେପରି କହିଲେ, ଆମ୍ଭମାନେେ ସହେିପରି କଲକ୍ସ୍ଟ। ଆମ୍ଭମାନେେ ସୂଫ ସମକ୍ସ୍ଟଦ୍ର ମଧ୍ଯଦଇେ ମରକ୍ସ୍ଟଭୂମି ଆଡେ ୟାତ୍ରା କଲକ୍ସ୍ଟ। ଆମ୍ଭମାନେେ ସଯେୀର ପର୍ବତ ରେ ବହକ୍ସ୍ଟତ ଦିନ ଧରି ଭ୍ରମଣ କଲକ୍ସ୍ଟ।

ବିଚାରକର୍ତାମାନଙ୍କ ବିବରଣ 5:4

ହେ ସଦାପ୍ରଭୁ, ତୁମ୍ଭେ ପ୍ରଥମେ ସଯେୀରରକ୍ସ୍ଟ ବାହାରିଲା ବେଳେ, ତୁମ୍ଭେ ଇଦୋମ କ୍ଷେତ୍ରରକ୍ସ୍ଟ ୟାତ୍ରା କଲା ବେଳେ ପୃଥିବୀ କଐିଲା। ଆକାଶ ବିନ୍ଦକ୍ସ୍ଟ ପାତ କଲା ମେଘମାଳା ଜଳପାତ କଲା।

ଦିତୀୟ ବଂଶାବଳୀ 20:10

କିନ୍ତୁ ଦେଖ, ବର୍ତ୍ତମାନ ଏହି ସ୍ଥାନ ରେ ଅମ୍ ନୋନ, ମାୟୋବ୍ ଓ ସଯେୀର ପର୍ବତ ନିକଟର ଲୋକମାନେ ଉପସ୍ଥିତ ହାଇେଛନ୍ତି। ଇଶ୍ରାୟେଲ ଲୋକମାନେ ଯେତବେେଳେ ମିଶରରୁ ବାହାରି ଆସିଲେ, ତୁମ୍ଭେ ସମାନଙ୍କେୁ ସମାନଙ୍କେର ଦେଶ ରେ ପ୍ରବେଶ କରିବାକୁ ଦଲେ ନାହିଁ। ତେଣୁ ଇଶ୍ରାୟେଲର ଲୋକମାନେ ପଳାଇଗଲେ ଓ ସହେି ଲୋକମାନଙ୍କୁ ମଧ୍ଯ ବିନଷ୍ଟ କଲ ନାହିଁ।

ଯିଶାଇୟ 40:11

ମଷେଶାବକ ମଷେମାନଙ୍କୁ ଚରାଇଲା ପରି ସେ ଆପଣା ଲୋକମାନଙ୍କର ଯତ୍ନ ନବେେ। ମଷେ ଛୁଆମାନଙ୍କୁ ସେ ନିଜର ବାହୁ ବଳ ରେ ସଂଗ୍ରହ କରିବେ ଓ ନିଜର କୋଳ ରେ ସମାନଙ୍କେୁ ବହି ନବେେ। ସମାନଙ୍କେର ମାଆମାନେ ପେଛ ପେଛ ଯିବେ।

ଯିହିଜିକଲ 25:8

ସଦାପ୍ରଭୁ, ମାରେ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ମାୟୋବ ଓ ସଯେୀର କହୁଅଛନ୍ତି, ' ଦେଖ ଯିହୁଦା ପରିବାର ଅନ୍ୟ ସକଳ ଜାତିମାନଙ୍କ ତୁଳ୍ଯ।'

ଯିହିଜିକଲ 35:2

ସେ କହିଲେ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ ସଯେୀର ପର୍ବତ ଆଡ଼େ ମୁଖ ରଖ ଓ ତାହା ବିରୁଦ୍ଧ ରେ ଭବିଷ୍ଯଦବାଣୀ ପ୍ରଚାର କରି ଏହା କୁହ,

ମାର୍କଲିଖିତ ସୁସମାଚାର 4:33

ଯୀଶୁ ଏହି ଭଳି ଅନକେ ଦୃଷ୍ଟାନ୍ତ ମାଧ୍ଯମ ରେ ସମାନଙ୍କେୁ ଉପଦେଶ ପ୍ରଦାନ କରୁଥିଲେ। ସମାନଙ୍କେର ବୁଝି ପାରିବା କ୍ଷମତା ଅନୁସାରେ ଯୀଶୁ ସମାନଙ୍କେୁ କହୁଥିଲେ।

ରୋମୀୟଙ୍କ ପ୍ରତି ପତ୍ର 15:1

ଆମ୍ଭେ ଆମ୍ଭର ବିଶ୍ବାସ ପାଇଁ ବଳବାନ୍ ଅଟୁ। ଅତଏବ, ଦୁର୍ବଳ ଲୋକମାନଙ୍କୁ ଆମ୍ଭେ ସାହାୟ୍ଯ କରିବା ଉଚିତ ଏବଂ ସମାନଙ୍କେର ଦୁର୍ବଳତାରୁ ସମାନଙ୍କେୁ ଉଦ୍ଧାର କରିବା। ଆମ୍ଭେ କବଳେ ନିଜକୁ ଖୁସି ରଖିବା ପାଇଁ ଚେଷ୍ଟା କରିବା ଉଚିତ ନୁହେଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 3:2

ସେତବେେଳେ ମୁଁ ତୁମ୍ଭକୁ ଗୁରୁପାକ ଖାଦ୍ୟ ନ ଦଇେ କ୍ଷୀର ଦଲେି। ଏପରି କରିବାର ଉଦ୍ଦେଶ୍ଯ ଯେ, ତୁମ୍ଭମାନେେ ଗୁରୁପାକ ଖାଦ୍ୟ ପାଇଁ ପ୍ରସ୍ତୁତ ନ ଥିଲ, ଏବେ ମଧ୍ଯ ତୁମ୍ଭମାନେେ ଗୁରୁପାକ ଖାଦ୍ୟ ପାଇଁ ପ୍ରସ୍ତୁତ ନୁହଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 9:19

ମୁଁ ସ୍ବାଧୀନ। କିନ୍ତୁ ମୁଁ ନିଜକୁ ସମସ୍ତଙ୍କ ଦାସ କରିଛି। ୟଦ୍ଦ୍ବାରା ମୁଁ ଅଧିକ ଲୋକଙ୍କୁ ଉଦ୍ଧାର କରି ପାରିବି।

Interlinear

Choose Theme