ମାଥିଉଲିଖିତ ସୁସମାଚାର 8:31 · ଓଡ଼ିଆ ବାଇବେଲ
ଭୂତମାନେ ତାହାଙ୍କୁ ବିନୀତ ଅନୁରୋଧ କଲେ, ତୁମ୍ଭେ ଯଦି ଆମ୍ଭକୁ ଏ ମଣିଷଙ୍କ ଦହରେୁ ତଡି ଦବୋକୁ ଚାହୁଁଛ, ତବେେ ଆମ୍ଭକୁ ଘୁଷୁରୀ ପଲ ରେ ଛାଡିଦିଅ।
Cross references
ମାର୍କଲିଖିତ ସୁସମାଚାର 5:7
ଯୀଶୁ ଲହେି ଲୋକକୁ କହିଲେ, ରେ ଦୁଷ୍ଟାତ୍ମା, ଏହି ଲୋକ ଦହରେୁ ବାହାରି ଆ।
ମାର୍କଲିଖିତ ସୁସମାଚାର 5:12
ଦୁଷ୍ଟାତ୍ମାମାନେ ଯୀଶୁଙ୍କୁ ଅନୁରୋଧ କଲେ, ଆମ୍ଭକୁ ଘୁଷୁରିମାନଙ୍କ ପାଖକୁ ପଠଇେ ଦିଅ, ତାହାଲେ ଆମ୍ଭେ ସମାନଙ୍କେ ଦହେ ଭିତ ରେ ପ୍ରବେଶ କରିୟିବୁ।
ଲୂକଲିଖିତ ସୁସମାଚାର 8:30
ଯୀଶୁ ତା'କୁ ପଚାରିଲେ, ତୋର ନାମ କ'ଣ?
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 12:12
ତେଣୁ ହେ ସ୍ବର୍ଗ ଓ ସ୍ବର୍ଗବାସୀଗଣ, ଆନନ୍ଦ ଉଲ୍ଲାସ କର। କିନ୍ତୁ ହାୟ ! ଏହା ପୃଥିବୀ ଓ ସମୁଦ୍ର ପାଇଁ ଅତ୍ଯନ୍ତ ଖରାପ ସମୟ, ଯେ ହତେୁ ସମୟ ଅତି ଅଳ୍ପ, ବୋଲି ଜାଣି ଶୟତାନ ଭୀଷଣ କୋର୍ଧ ରେ ପୂର୍ଣ୍ଣ ହାଇେ ତୁମ୍ଭମାନଙ୍କ ମଧ୍ଯକୁ ଓହ୍ଲାଇ ଯାଇଅଛି।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 20:1
ତା'ପରେ ମୁଁ ସ୍ବର୍ଗରୁ ଜଣେ ସ୍ବର୍ଗଦୂତଙ୍କୁ ଓହ୍ଲାଇବାର ଦେଖିଲି। ତାହାଙ୍କ ପାଖ ରେ ପାତାଳର ଅତଳ ଗହ୍ବରର ଗ୍ଭବି ଥିଲା। ତାହାଙ୍କ ହାତ ରେ ଗୋଟିଏ ବଡ଼ ଶିକୁଳି ଥିଲା।