ସେତବେେଳେ ସଠାରୁେ କିଛି ଦୂର ରେ ଗୋଟିଏ ବିରାଟ ଘଷୁରୀ ପଲ ଚରୁଥିଲେ।
Cross references
ଆଉ କେତକେ ପ୍ରାଣୀ ଅଛନ୍ତି ଯେଉଁମାନଙ୍କର ଦୁଇଫାଳ ବିଶିଷ୍ଟ ଖୁରା ଅଛି। ମାତ୍ର ସମାନେେ ପାକୁଳି କରନ୍ତି ନାହିଁ। ସଗେୁଡିକୁ ମଧ୍ଯ ତୁମ୍ଭମାନେେ ଭୋଜନ କରିବ ନାହିଁ। ସେପ୍ରକାର ପ୍ରାଣୀ ହେଉଛି ଶୂକର, ସେ ମଧ୍ଯ ତୁମ୍ଭମାନଙ୍କ ପାଇଁ ଅଶୁଚି।
ତୁମ୍ଭମାନେେ ଘକ୍ସ୍ଟସକ୍ସ୍ଟରି ଖାଇବା ଇଚିତ୍ ନକ୍ସ୍ଟହଁ। କାରଣ ତାଙ୍କର ଖକ୍ସ୍ଟରା ଦକ୍ସ୍ଟଇଫାଳ ବିଶିଷ୍ଟ କିନ୍ତୁ ସମାନେେ ପାକକ୍ସ୍ଟଳି କରନ୍ତି ନାହିଁ। ତେଣୁ ତୁମ୍ଭମାନଙ୍କ ପାଇଁ ଘକ୍ସ୍ଟସକ୍ସ୍ଟରି ଅପବିତ୍ର ଅଟେ। ଏପରିକି ମୃତ ଘକ୍ସ୍ଟସକ୍ସ୍ଟରି ଶବକକ୍ସ୍ଟ ଛକ୍ସ୍ଟଅଁ ନାହିଁ।
ସହେି ଲୋକମାନେ ଉଦ୍ୟାନ ରେ ବଳିଦାନ କରି ଓ ଆମ୍ଭ ସମ୍ମୁଖ ରେ ଗୁଡ଼ିଏ ଇଟା ଉପ ରେ ଧୂପ ଜଳାଇ କ୍ରମାଗତ ଭାବରେ ଆମ୍ଭକୁ ବିରକ୍ତ କରାନ୍ତି।
ଯେ ଗୋବଧ କରେ ସେ ନରହତ୍ଯାକାରୀ ପରି ହୁଏ, ଯେ ମଷେଶାବକ ବଳିଦାନ କରେ ଯେ କୁକୁରର ବକେ କାଟିଲା ଲୋକପରି ହୁଏ, ଯେ ନବୈେଦ୍ଯ ଉତ୍ସର୍ଗ କରେ, ସେ ଶୂକର ରକ୍ତ ଉତ୍ସର୍ଗ କରିବା ଲୋକପରି ହୁଏ, ଯେ ସୁବାସିତ ଧୂପ ଜଳାଏ, ସେ ଦବେତାର ଧନ୍ଯବାଦ କରିବା ଲୋକପରି ହୁଏ। ସମାନେେ ନିଜ ନିଜ ପଥ ମନୋନୀତ କରିଅଛନ୍ତି। ସମାନଙ୍କେର ଆତ୍ମା ନିଜର ଘୃଣା ଯୋଗ୍ଯ ବିଷଯ ରେ ସନ୍ତୁଷ୍ଟ ହୁଏ।
ସହେି ପାହାଡ କଡ ରେ ସେତବେେଳେ ଘୁଷୁରିଙ୍କର ଗୋଟିଏ ବଡ ପଲ ଚରୁଥିଲା।
ସେତବେେଳେ ସହେି ପାହାଡ ଉପରେ ଏକ ବଡ ଘୁଷୁରିଦଳ ଚରୁଥିଲେ। ଭୂତମାନେ ଯୀଶୁଙ୍କୁ ଅନୁରୋଧ କଲେ ଯେ ସେ ସମାନଙ୍କେୁ ଘୁଷୁରିମାନଙ୍କ ଦହକେୁ ୟିବାକୁ ଅନୁମତି ଦିଅନ୍ତୁ। ଯୀଶୁ ସମାନଙ୍କେୁ ତାହା କରିବାକୁ ଅନୁମତି ଦଇେ ଦେଲେ।
ତେଣୁ ସେ ସହେି ଦେଶ ରେ ଗୋଟିଏ ଲୋକ ପାଖକୁ ମୂଲ ଲାଗିବାକୁ ଗଲା, ସେ ଲୋକଟି ତାହାକୁ ତା ପଡିଆ ରେ ଘୁଷୁରି ଚ ରଇବୋକୁ ପଠାଇଲା।