ତୁମ୍ଭମାନେେ ଶୁଣିଛ ଯେ, ଆମ୍ଭର ପୂର୍ବପୁରୁଷମାନଙ୍କୁ କୁହାୟାଇଥିଲା: 'ନରହତ୍ଯା କର ନାହିଁ। ଯେଉଁଲୋକ ନରହତ୍ଯା କରେ, ସେ ବିଗ୍ଭରସ୍ଥାନ ରେ ବିଗ୍ଭରିତ ହବେ।'
Cross references
ମୁଁ ରକ୍ତ ପାତ, ଦ୍ବାରା ଦଣ୍ଡିତ କରିବି, ତାହା ପ୍ରାଣୀ ଦ୍ବାରା ହେଉ ବା ଲୋକମାନଙ୍କ ଦ୍ବାରା। ଯଦି ଲୋକମାନେ ପରସ୍ପରକୁ ହତ୍ଯା କରନ୍ତି, ମୁଁ ରକ୍ତପାତ ଦ୍ବାରା ଦଣ୍ଡିତ କରିବି।
ତୁମ୍ଭେ ନରହତ୍ଯା କରିବ ନାହିଁ।
ଯଦି ଜଣେ ବ୍ଯକ୍ତି ଅନ୍ୟ ଜଣେ ବ୍ଯକ୍ତିକୁ ଆଘାତ କରେ ଓ ହତ୍ଯାକରେ, ତବେେ ଆଘାତ କରିଥିବା ବ୍ଯକ୍ତିକୁ ମୃତ୍ଯୁଦଣ୍ଡ ଦିଆୟିବା ଉଚିତ୍।
ଏହି ନଗରଗୁଡିକ ହତ୍ଯାକାରୀ ପାଇଁ ନିରାପଦ ଅଟେ, ସହେି ବ୍ଯକ୍ତିମାନଙ୍କଠାରୁ ଯେଉଁମାନଙ୍କର ଦାଯିତ୍ବ ହତ୍ଯାକାରୀକୁ ଦଣ୍ତିତ କରିବା, ହତ୍ଯାକାରୀକୁ ମଣ୍ତଳ ନିକଟରେ ବିଚାର ପାଇଁ ଉପସ୍ଥିତ ନକଲା ପର୍ୟ୍ଯନ୍ତ।
ଯଦି କହେି ଲୌହ ନିର୍ମିତ ଅସ୍ତ୍ରଦ୍ବାରା କରିବାକୁ ବଧ କଲେ, ତବେେ ସେ ନରହତ୍ଯାକାରୀ ଓ ସେ ପ୍ରାଣଦଣ୍ତ ପାଇବ।
ଜଣକରୁ ଅଧିକ ସାକ୍ଷୀ ସାକ୍ଷ୍ଯ ପ୍ରଦାନ କଲେ ମୃତ୍ଯୁଦଣ୍ତ ଦିଆୟିବ। ମାତ୍ର ଏକ ସାକ୍ଷୀର ସାକ୍ଷ୍ଯ କୌଣସି ଲୋକ ପ୍ରତିକୂଳ ରେ ପ୍ରାଣଦଣ୍ତ ଦବୋ ନିମନ୍ତେ ଗ୍ରାହ୍ଯ ହବେନାହିଁ।
ତୁମ୍ଭେ ନରହତ୍ଯା କରିବ ନାହିଁ।
ସଦାପ୍ରଭୁ ତୁମ୍ଭମାନଙ୍କର ଦ୍ବାରା ଦତ୍ତ ସମସ୍ତ ସହର ପାଇଁ ବିଚାରକର୍ତ୍ତା ଓ ଅଧିକାରୀମାନଙ୍କୁ ବାଛିବା ଉଚିତ୍। ପ୍ରେତ୍ୟକକ ଗୋଷ୍ଠୀଯ ଏପରି କରିବା ଉଚିତ୍। ଏବଂ ସହେି ଲୋକମାନେ ସମାନଙ୍କେୁ ଶାସନ କରିବେ ଓ ନ୍ଯାଯ ସକ୍ସ୍ଟରକ୍ଷିତ କରିବେ।
ଏବଂ ସମାନେେ ଉତ୍ତର ଦଇେ କହିବେ, 'ଆମ୍ଭମାନଙ୍କ ହସ୍ତ ଏହି ରକ୍ତପାତ କରିନାହିଁ। କିଅବା ଏହାକକ୍ସ୍ଟ କିଏ ହତ୍ଯା କରିଛି ଆମ୍ଭେ ଏହା ଦେଖି ନାହକ୍ସ୍ଟଁ।
ତା'ପରେ ସ୍ତ୍ରୀ ଲୋକଟି କହିଲା, ପୂର୍ବକାଳ ରେ ଲୋକମାନେ କହକ୍ସ୍ଟଥିଲେ, ' ଲୋକେ ଆବେଲ୍ ରେ ସାହାୟ୍ଯ ମାଗିବା ଉଚିତ୍ ଏବଂ ସମାନେେ ଯାହା ଦରକାର କଲେ ତାହା ପାଇପାରିବେ।'
ଦାଉଦ ପୁଣି କହିଲେ, ସରୁଯାର ପୁତ୍ର ଯୋୟାବ ମାେ ବିରୁଦ୍ଧ ରେ ଯାହା କରିଅଛି, ତୁମ୍ଭେ ଭଲଭାବରେ ଜାଣ। ସେ ଇଶ୍ରାୟେଲର ଦୁଇ ସନୋପତିଙ୍କୁ ହତ୍ଯା କରିଛି, ନରର ପୁତ୍ର ଅବନର ଓ ଯେଥରର ପୁତ୍ର ଅମାସାଙ୍କୁ ଶାନ୍ତି ସମୟରେ ଇର୍ଷାନ୍ବିତ ହାଇେ ହତ୍ଯା କଲା। ସହେି ରକ୍ତ ରେ ତା'ର କଟିବନ୍ଧନୀ ଓ ପାଦୁକାକୁ ସିକ୍ତ କଲା। ମାରେ ଦଣ୍ତ ଦବୋର ଉଚିତ୍ ଥିଲା।
ତା'ପରେ ରାଜା ବନାଯକୁ ଆଦେଶ ଦେଲେ, ସେ ଯେପରି କହିଅଛି, ସହେିପରି କର। ସହେିଠା ରେ ତାକୁ ହତ୍ଯା କର ଓ କବର ଦିଅ। ତାହାହେଲେ ଯୋୟାବ ନୀରିହମାନଙ୍କର ଯେଉଁ ରକ୍ତପାତ କରିଥିଲା, ସହେି ପାପରୁ ମୁଁ ଓ ମାରେ ପରିବାର ମୁକ୍ତ ହବେୁ।
ପ୍ରାଚୀନ କାଳର ଲୋକମାନଙ୍କୁ ପଚାର ଓ ସମାନଙ୍କେ ପୂର୍ବପୁରୁଷମାନେ ସମାନଙ୍କେୁ ଯାହା ଶିକ୍ଷା ଦଇେଥିଲେ, ତାକୁ ମନୋୟୋଗ ଦଇେ ଶୁଣ।
ତୁମ୍ଭମାନେେ ଏ କଥା କୁହା ଯାଇଥିବାର ଶୁଣିଛ ଯେ, 'ବ୍ଯଭିଗ୍ଭର କରନାହିଁ।'
ଏକଥା ତୁମ୍ଭେ ଶୁଣିଛ ଯେ ଆମ୍ଭର ପୂର୍ବପୁରୁଷମାନଙ୍କୁ କୁହାୟାଇ ଥିଲା: 'ତୁମ୍ଭମାନେେ କରିଥିବା ପ୍ରତିଜ୍ଞା କବେେ ହେଲେ ଭାଙ୍ଗ ନାହିଁ ଓ ପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସହେି ସବୁ ପାଳନ କର।'
ତୁମ୍ଭେ ଶୁଣିଛ ଯେ ଏକଥା କୁହା ଯାଇଛି: 'ଆଖି ବଦଳ ରେ ଆଖି ଓ ଦାନ୍ତ ବଦଳ ରେ ଦାନ୍ତ।'
ତୁମ୍ଭେ ଶୁଣିଛ ଯେ ଏକଥା କୁହା ଯାଇଛି: 'ତୁମ୍ଭର ପଡ଼ୋଶୀଙ୍କୁ ପ୍ ରମେ କର ଓ ଶତୃମାନଙ୍କୁ ଘୃଣା କର।'