Home Bibles ମାଥିଉଲିଖିତ ସୁସମାଚାର 3:1 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 3:1 · ଓଡ଼ିଆ ବାଇବେଲ

ସହେି ସମୟରେ ବାପ୍ତିଜକ ଯୋହନ ଆସି ୟିହୂଦା ପ୍ରଦେଶର ପ୍ରାନ୍ତର ମଧିଅରେ ଘାଷେଣା କରି କହିବାକୁ ଲାଗିଲେ

Cross references

ଯିହୋଶୂୟ 14:10

ବର୍ତ୍ତମାନ ସଦାପ୍ରଭୁ ମାେତେ ଏହି 45 ବର୍ଷ ପର୍ୟ୍ଯନ୍ତ ବଞ୍ଚାଇ ରଖିଛନ୍ତି, ଯେ ହତେକ୍ସ୍ଟ ସେ କହିଥିଲେ। ସଦାପ୍ରଭୁ ମାଶାଙ୍କେକ୍ସ୍ଟ ଏହା କହିଲା ସମୟରକ୍ସ୍ଟ ଆମ୍ଭେ ମରକ୍ସ୍ଟଭୂମିରେ ଭ୍ରମଣ କରୁଥିଲକ୍ସ୍ଟ। ବର୍ତ୍ତମାନ ମାେତେ 85 ବର୍ଷ ହେଲାଣି।

ଯିହୋଶୂୟ 15:61

ପ୍ରାନ୍ତର ରେ ସମାନଙ୍କେୁ ମଧ୍ଯ କିଛି ସହର ଦିଆୟାଇଥିଲା। ସଗେକ୍ସ୍ଟଡିକ ହେଲା, ବୈଥ-ଅରାବା, ମିଦ୍ଦୀନ୍, ସକାଖା,

ବିଚାରକର୍ତାମାନଙ୍କ ବିବରଣ 1:16

କିଣାନୀଯମାନେ ଖଜକ୍ସ୍ଟରୀପକ୍ସ୍ଟରସ୍ଥର ସହର ଯରେିକୋକକ୍ସ୍ଟ ପରିତ୍ଯାଗ କଲେ ଏବଂ ୟିହକ୍ସ୍ଟଦାର ଲୋକମାନଙ୍କ ସହିତ ୟିହକ୍ସ୍ଟଦାର ମରକ୍ସ୍ଟଅଞ୍ଚଳ ରେ ଲୋକମାନଙ୍କ ସହିତ ବାସ କରିବାକୁ ଗଲେ। ଏହା ଅରାଦର ନିକଟବର୍ତ୍ତୀ ଥିଲା, କନେୀଯ ଲୋକମାନେ ମାଶାଙ୍କେର ଶ୍ବଶକ୍ସ୍ଟର ଘର ପରିବାରରକ୍ସ୍ଟ ଥିଲେ।

ଯିଶାଇୟ 40:3

ଏକ ବ୍ଯକ୍ତିର ଉଚ୍ଚସ୍ବର ଶୁଣ, ତୁମ୍ଭମାନେେ ପ୍ରାନ୍ତର ରେ ସଦାପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର। ମରୁଭୂମିରେ ଆମ୍ଭମାନଙ୍କ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ଏକ ରାଜପଥ ସଳଖ ଓ ଚିକ୍କଣ କର।

ମାଥିଉଲିଖିତ ସୁସମାଚାର 3:8

ତୁମ୍ଭକୁ ନିଜର କାର୍ୟ୍ଯ ଦ୍ବାରା ପ୍ରକାଶ କରିବାକୁ ହବେ ଯେ, ତୁମ୍ଭେ ବାସ୍ତବ ରେ ମନପରିର୍ତ୍ତନ କରିଛ।

ମାଥିଉଲିଖିତ ସୁସମାଚାର 11:7

ଏ କଥା ଶୁଣି ଯୋହନଙ୍କ ଶିଷ୍ଯମାନେ ଫରେି ଯାଉଥିବା ସମୟରେ ଯୀଶୁ ସଠାେରେ ଜମା ହାଇେଥିବା ଲୋକମାନଙ୍କୁ ଯୋହନଙ୍କ ବିଷୟ ରେ କହିଲେ, ଏ ମରୁଭୂମିକୁ କ'ଣ ଦେଖିବାକୁ ତୁମ୍ଭେ ଆସିଥିଲ? କ'ଣ ପବନ ରେ ଦୋହଲୁ ଥିବା କୌଣସି ନଳଗଛକୁ ?

ମାଥିଉଲିଖିତ ସୁସମାଚାର 11:11

ମୁଁ ତୁମ୍ଭକୁ ସତ୍ଯ କହୁଛି। ବାପ୍ତିସ୍ମ ଦେଉଥିବା ୟୋହଲଙ୍କଠାରୁ ମହାନ୍ ବ୍ଯକ୍ତି ଆଉ କହେି ହେଲେ ଜନ୍ମ ହାଇେ ନାହାଁନ୍ତି। କିନ୍ତୁ ସ୍ବର୍ଗ ରାଜ୍ଯ ରେ ଯେ ସବୁଠାରୁ େଛାଟ. ସେ ଯୋହନଙ୍କ ଠାରୁ ମଧ୍ଯ ଶ୍ ରେଷ୍ଠ।

ମାଥିଉଲିଖିତ ସୁସମାଚାର 14:2

ସେ ତାହାଙ୍କ ଚାକରମାନଙ୍କୁ କହିଲେ, ଏହି ବ୍ଯକ୍ତି ପ୍ରକୃତ ରେ ବାପ୍ତିଜକ ଯୋହନ। ସେ ନିଶ୍ଚୟ ମୃତ୍ଯୁରୁ ପୁଣି ବଞ୍ଚି ଉଠିଛି, ସେଥିପାଇଁ ଏହି ଶକ୍ତି ଏହା ପାଖ ରେ କାମ କରୁଛି ଓ ସେ ଆଶ୍ଚର୍ୟ୍ଯ କାର୍ୟ୍ଯ କରିବାକୁ ସକ୍ଷମ ହେଉଛି।

ମାଥିଉଲିଖିତ ସୁସମାଚାର 16:14

ଶିଷ୍ଯମାନେ ଉତ୍ତର ଦେଲେ, କେତକେ ଆପଣଙ୍କୁ ବାପ୍ତିଜକ ଯୋହନ ବୋଲି କହୁଛନ୍ତି ତ କେତକେ ଏଲିୟ ବୋଲି କହୁଛନ୍ତି। ଅନ୍ୟମାନେ ଆପଣଙ୍କୁ ୟିରିମିୟ ବା ଭବିଷ୍ଯଦ୍ବକ୍ତା ମାନଙ୍କ ମଧ୍ଯରୁ ଜଣେ ବୋଲି କହୁଛନ୍ତି।

ମାଥିଉଲିଖିତ ସୁସମାଚାର 17:12

କିନ୍ତୁ ମୁଁ ତୁମ୍ଭକୁ କହି ଦେଉଛି ଯେ ଏଲିୟ ଆସି ସାରିଛନ୍ତି। ଲୋକମାନେ ତାହାଙ୍କୁ ଚିହ୍ନି ପାରିଲେ ନାହିଁ। ଲୋକମାନେ ଯାହା ଇଚ୍ଛା କଲେ, ତାହାଙ୍କୁ ସହେି ପ୍ରକାର ବ୍ଯବହାର କଲେ। ସହେିଭଳି ମନୁଷ୍ଯପୁତ୍ର ମଧ୍ଯ ସମାନଙ୍କେଠାରୁ ସହେି ପ୍ରକାର ଯାତନା ଭୋଗ କରିବେ।

ମାଥିଉଲିଖିତ ସୁସମାଚାର 21:25

କୁହ, ଯୋହନଙ୍କ ବାପ୍ତିସ୍ମ କେଉଁଠାରୁ ଆସିଥିଲା?

ମାଥିଉଲିଖିତ ସୁସମାଚାର 21:32

ତୁମ୍ଭମାନଙ୍କୁ ବଞ୍ଚିବା ପାଇଁ ଠିକ ବାଟ ଦଖାଇବୋକୁ ଯୋହନ ଆସି ଥିଲେ। ତୁମ୍ଭମାନେେ ଯୋହନଙ୍କୁ ବିଶ୍ବାସ କଲ ନାହିଁ।କିନ୍ତୁ କର ଆଦାୟକାରୀ ଓ ବେଶ୍ଯାମାନେ ଯୋହନଙ୍କୁ ବିଶ୍ବାସ କଲେ। କର ଆଦାୟକାରୀ ଓ ବେଶ୍ଯାମାନେ ଯୋହନଙ୍କୁ ବିଶ୍ବାସ କରିଛନ୍ତି ବୋଲି ତୁମ୍ଭେ ଦେଖିଲ। ତଥାପି ତାହାଙ୍କଠା ରେ ବିଶ୍ବାସ କରିବା ଲୋଗି ତୁମ୍ଭମାନେେ ହୃଦୟ ପରିବର୍ତ୍ତନ କଲ ନାହିଁ।

ମାର୍କଲିଖିତ ସୁସମାଚାର 1:3

ମରୁଭୂମିରେ ଜଣେ ପାଟିକରି କହୁଛି; 'ପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର, ତାହାଙ୍କ ପାଇଁ ରାସ୍ତା ସମତଳ କର।'ଯୀଶାଇୟ 40:3

ମାର୍କଲିଖିତ ସୁସମାଚାର 1:15

ଯୀଶୁ କହିଲେ, ବର୍ତ୍ତମାନ ଉପୟୁକ୍ତ ସମୟ ଆସିଯାଇଛି। ପରମେଶ୍ବରଙ୍କ ରାଜ୍ଯ ପାଖ ହାଇେ ଗଲାଣି। ତୁମ୍ଭମାନଙ୍କର ହୃଦୟ ପରିବର୍ତ୍ତନ କର। ସୁସମାଚାର ରେ ବିଶ୍ବାସ କର।

ମାର୍କଲିଖିତ ସୁସମାଚାର 6:16

େ ହରୋଦ ଯୀଶୁଙ୍କ ବିଷୟ ରେ ଏସବୁ ଶୁଣିଲେ। ସେ କହିଲେ, ମୁଁ ଯୋହନଙ୍କ ମୁଣ୍ଡ କାଟ କରି ହତ୍ଯା କରିଛି। ବର୍ତ୍ତମାନ ଯୋହନ ମୃତ୍ଯୁରୁ ପୁଣି ବଞ୍ଚି ଉଠିଛନ୍ତି।

ଲୂକଲିଖିତ ସୁସମାଚାର 1:13

କିନ୍ତୁ ସ୍ବର୍ଗଦୁତ ତାହାଙ୍କୁ କହିଲେ, ଜିଖରିୟ! ଭୟ କରନାହିଁ, ତୁମ୍ଭର ପ୍ରାର୍ଥନା ପରମେଶ୍ବର ଶଣୁଛନ୍ତି। ତୁମ୍ଭର ପତ୍ନୀ ଏଲୀଶାବେଥ ଗୋଟିଏ ପୁତ୍ର ସନ୍ତାନ ଜନ୍ମ କରିବେ। ତୁମ୍ଭମାନେେ ତାହାର ନାମ ଯୋହନ ରଖିବ।

ଲୂକଲିଖିତ ସୁସମାଚାର 1:76

ଏବଂ ତୁମ୍ଭେ ହେ ଶିଶୁ! ତୁମ୍ଭେ ସହେି ପର୍ବୋପରିସ୍ଥ ପରମେଶ୍ବରଙ୍କ ଭବିଷ୍ଯଦ୍ବକ୍ତା ରୂପେ ଖ୍ଯାତ ହବେ। ପ୍ରଭୁଙ୍କ ଆଗମନ ପାଇଁ ଲୋକମାନଙ୍କୁ ପ୍ରସ୍ତୁତ କରିବା ନିମନ୍ତେ ପ୍ରଭୁଙ୍କ ପୂର୍ବରୁ ତୁମ୍ଭେ ପ୍ରଥମେ ୟିବ।

ଲୂକଲିଖିତ ସୁସମାଚାର 3:1

ତିବିରିଅ କାଇସରଙ୍କ ରାଜ୍ବତର ପନ୍ଦରତମ ବର୍ଷ ସମୟର କଥା।

ଲୂକଲିଖିତ ସୁସମାଚାର 7:24

ଯୋହନଙ୍କ ଶିଷ୍ଯମାନେ ଚାଲିୟିବା ପରେ ଯୀଶୁ ଲୋକମାନଙ୍କୁ ଯୋହନଙ୍କ ବିଷୟ ରେ କହିବାକୁ ଆରମ୍ଭ କଲେ: ତୁମ୍ଭମାନେେ ମରୁଭୂମିରେ କ'ଣ ଦେଖିବାକୁ ଯାଇଥିଲ? କ'ଣ ପବନ ରେ ଦୋହଲୁଥିବା ନଳଗଛ?

ଯୋହନଲିଖିତ ସୁସମାଚାର 1:6

ଯୋହନ ନାମକ ଜଣେ ବ୍ଯକ୍ତି ଥିଲେ। ତାହାଙ୍କୁ ପରମେଶ୍ବର ପଠାଇଥିଲେ।

ଯୋହନଲିଖିତ ସୁସମାଚାର 1:15

ଯୋହନ ଲୋକମାନଙ୍କୁ ତାହାଙ୍କ ବିଷୟ ରେ କହିଲେ। ସେ କହିଲେ, ମୁଁ ଯାହାଙ୍କ ବିଷୟ ରେ କହୁଥିଲି, ସେ ଏହି। ମୁଁ କହିଲି, 'ମାେ ପରେ ୟିଏ ଆସୁଛନ୍ତି, ସେ ମାେ ଠାରୁ ବହୁତ ଶ୍ ରେଷ୍ଠ। ସେ ମାେ ପୂର୍ବରୁ ବାସ କରୁଥିଲେ।'

ଯୋହନଲିଖିତ ସୁସମାଚାର 3:27

ଯୋହନ ଉତ୍ତର ଦେଲେ, ପରମେଶ୍ବର ଗୋଟିଏ ଲୋକକୁ ଯାହା ଦିଅନ୍ତି, ସେ କବଳେ ସତେିକି ପାଏ।

ରେରିତମାନଙ୍କ କାର୍ଯ୍ୟର ବିବରଣ 1:22

ଅନ୍ୟଭାଷା ରେ କହିବାକୁ ଗଲେ, ଯୋହନଙ୍କ ଦ୍ବାରା ବାପ୍ତିଜିତ ହବୋ ଦିନଠାରୁ ଯୀଶୁଙ୍କୁ ଆମ୍ଭମାନଙ୍କ ମଧ୍ଯରୁ ଉର୍ଦ୍ଧ୍ବକୁ ନିଆ ହାଇଯେିବା ପର୍ୟ୍ଯନ୍ତ ଏହି ଲୋକ ଜଣଙ୍କ ଆମ୍ଭ ସଙ୍ଗ ରେ ରହିଥିବା ଉଚ଼ିତ।

ରେରିତମାନଙ୍କ କାର୍ଯ୍ୟର ବିବରଣ 13:24

ତାହାଙ୍କ ଆସିବା ପୂର୍ବରୁ ଯୋହନ ଇଶ୍ରାୟେଲର ସମସ୍ତ ଲୋକମାନଙ୍କୁ ପ୍ରଚ଼ାର କରି କହିଥିଲେ ଯେ, ସମାନଙ୍କେ ଜୀବନ ରେ ପରିବର୍ତ୍ତନ ହାଇେ ଥିବାର ଚ଼ିହ୍ନ ସ୍ବରୁପ ସମାନେେ ବାପ୍ତିସ୍ମ ନବୋ ଆବଶ୍ଯକ।

ରେରିତମାନଙ୍କ କାର୍ଯ୍ୟର ବିବରଣ 19:3

ସେ ପୁଣି ପଚ଼ାରିଲେ, ତବେେ ତୁମ୍ଭମାନେେ କେଉଁଥି ରେ ବାପ୍ତିଜିତ ହାଇେଥିଲ।?

Interlinear

Choose Theme