ସମାନେେ ଗଲ୍ଗଥା ନାମକ ସ୍ଥାନ ରେ (ଯାହାର ଅର୍ଥ କପାଳସ୍ଥାନ) ପହନ୍ଚିଲେ।
Cross references
ତା'ପରେ ସମାନେେ ଯୀଶୁଙ୍କୁ ଗଲ୍ଗଥା ନାମକ ସ୍ଥାନକୁ ନଇେ ଗଲେ। ଗଲ୍ଗଥାର ଅର୍ଥ କପାଳ-ସ୍ଥାନ
ସହେି ସମୟରେ ଯୀଶୁ ବଡ ପାଟି ରେ କହି ଉଠିଲେ, ଏଲୋହୀ, ଏଲୋହୀ, ଲମାଶବକ୍ ଥାନୀ। ଅର୍ଥାତ, ହେ ମାରେ ପରମେଶ୍ବର, ହେ ମାରେ ପରମେଶ୍ବର , ତୁମ୍ଭେ ମାେତେ କାହିଁକି ପରିତ୍ଯାଗ କଲ?
ବହୁ ସଂଖ୍ଯା ରେ ଲୋକେ ଯୀଶୁଙ୍କ ପେଛ ପେଛ ଗଲେ। କେତକେ ସ୍ତ୍ରୀଲୋକ ଦୁଃଖ କରିଥିଲେ ଓ କାନ୍ଦୁଥିଲେ। ସମାନେେ ଯୀଶୁଙ୍କ ପାଇଁ ଦୁଃଖ ଅନୁଭବ କରୁଥିଲେ।
ସେତବେେଳେ ପ୍ରାୟ ଦିନ ଦ୍ବିପ୍ରହର ହାଇେଥିଲା। କିନ୍ତୁ ଅପରାହ୍ନ ତିନିଟା ପର୍ୟ୍ଯନ୍ତ ସମଗ୍ର ଅଞ୍ଚଳ ଅନ୍ଧକାରମୟ ହାଇଗେଲା।
ଯୀଶୁ ତାହାଙ୍କ ନିଜର କୃଶ ବୋହି କପାଳସ୍ଥଳ ନାମକ ସ୍ଥାନକୁ ଗଲେ। ଏବ୍ରୀ ଭାଷା ରେ ସହେି ସ୍ଥାନକୁ 'ଗଲଗଥା' କହନ୍ତି।
ଯୀଶୁଙ୍କୁ କୃଶବିଦ୍ଧ କଲାପରେ ସୈନିକମାନେ ତାହାଙ୍କର ଲୁଗାପଟା ନଇଗେଲେ। ସମାନେେ ତାହାଙ୍କର ବସ୍ତ୍ର ଚାରି ଭାଗ କଲେ। ପ୍ରେତ୍ୟକକ ସୈନିକ ଗୋଟିଏ ଭାଗ ରଖିଲେ। ସମାନେେ ତାହାଙ୍କର ପିନ୍ଧା ପୋଷାକ ମଧ୍ଯ ନଇଗେଲେ। ଏହା ତଳୁ ଉପର ପର୍ୟ୍ଯନ୍ତ ବିନା ସିଲଇେ ରେ ଗୋଟିଏ ପୋଷାକ ଥିଲା।