Home Bibles ମାଥିଉଲିଖିତ ସୁସମାଚାର 26:70 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 26:70 · ଓଡ଼ିଆ ବାଇବେଲ

କିନ୍ତୁ ପିତର ଏକଥା ସମସ୍ତଙ୍କ ଆଗ ରେ ଅସ୍ବୀକାର କଲେ। ସେ କହିଲେ, ତୁମ୍ଭେ କେଉଁ ବିଷୟ ରେ କହୁଛ ତାହା ମୁଁ ଜାଣେ ନାହିଁ।

Cross references

ଗୀତସଂହିତା 119:115

ମନ୍ଦ ଲୋକମାନେ, ମାେ ନିକଟକୁ ଆସନ୍ତି ନାହିଁ, ୟପରେିକି ମୁଁ ମାରେ ପରମେଶ୍ବରଙ୍କର ଆଜ୍ଞାମାନ ପାଳନ କରିପାରିବି।

ହିତୋପଦେଶ 28:26

ଯେଉଁ ଲୋକ ନିଜ ବଳ ଉପ ରେ ବିଶ୍ବାସ ରେଖ ସେ ମୂର୍ଖ। କିନ୍ତୁ ସେ ଯିଏ ଜ୍ଞାନ ରେ ଚାଲେ, ବିପର୍ୟ୍ଯଯରୁ ରକ୍ଷା ପାଇବ।

ହିତୋପଦେଶ 29:23

ଯଦି ଜଣେ ଲୋକ ଗର୍ବୀ ତବେେ ତାହା ତାକୁ ଧ୍ବଂସ କରିବ। ଯଦି ଜଣେ ଲୋକ ବିନମ୍ର, ତବେେ ସମ୍ମାନ ପାଇବ।

ହିତୋପଦେଶ 29:25

ଲୋକଭୟ ଫାନ୍ଦଜନକ, ମାତ୍ର ସଦାପ୍ରଭୁଙ୍କଠା ରେ ଯେ ନିର୍ଭର ରେଖ, ସେ ସୁରକ୍ଷିତ ହବେ।

ଯିଶାଇୟ 57:11

ତାହାର ସକାଶୁ ଏପରି କ୍ଲେଶ ଓ ଭୀତା ଯେ, ତୁମ୍ଭେ ମିଥ୍ଯା କହୁଅଛ ଓ ଆମ୍ଭକୁ ଭୁଲି ୟାଇଛ ? ତୁମ୍ଭେ ସେଥି ରେ ନିଜର ମନୋଯୋଗ କରୁ ନାହଁ। ଆମ୍ଭେ କ'ଣ ଦୀର୍ଘକାଳ ପାଇଁ ନୀରବ ରହି ନାହୁଁ, ତୁମ୍ଭେ କ'ଣ ଆମ୍ଭକୁ ଭୟ କରୁ ନାହଁ ?

ଯିରିମିୟ 17:9

ଯାହାର ଅନ୍ତଃକରଣ ସବୁଠାରୁ କପଟମଯ ଓ ଯାହାର ଅନ୍ତଃକରଣ ପୀଡ଼ିତ, ତାହା କହେି ଜାଣିପାରିବେ ନାହିଁ।

ମାଥିଉଲିଖିତ ସୁସମାଚାର 26:34

ଯୀଶୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି। ଆଜି ରାତି ରେ ତୁମ୍ଭେ କହିବ ଯେ ମାେତେ ଚିହ୍ନିନାହଁ। କୁକୁଡ଼ା ଡ଼ାକିବା ପୂର୍ବରୁ ତୁମ୍ଭେ ତିନିଥର ଏହିକଥା କହିବ।

ମାଥିଉଲିଖିତ ସୁସମାଚାର 26:40

ତା'ପରେ ସେ ଶିଷ୍ଯମାନଙ୍କ ପାଖକୁ ଫରେିଗଲେ। ସେ ଶିଷ୍ଯମାନଙ୍କୁ ଶୋଇଥିବାର ଦେଖିଲେ। ଯୀଶୁ ପିତରଙ୍କୁ କହିଲେ, ତୁମ୍ଭମାନେେ ମାେ ସହିତ ଘଣ୍ଟାଏ ପାଇଁ ମଧ୍ଯ ଜାଗି ରହି ପାରିଲ ନାହିଁ?

ମାଥିଉଲିଖିତ ସୁସମାଚାର 26:51

ଯେଉଁ ଲୋକମାନେ ଯୀଶୁଙ୍କ ସହିତ ଥିଲେ, ସମାନଙ୍କେ ଭିତରୁ ଜଣେ ଶିଷ୍ଯ ତାର ଖଣ୍ଡା ବାହାର କରି ମହାୟାଜକଙ୍କ ଚାକରକୁ ସେଥିଲେ ଆଘାତ କଲା। ଫଳ ରେ ଚାକରର କାନ କଟିଗଲା।

ମାଥିଉଲିଖିତ ସୁସମାଚାର 26:56

କିନ୍ତୁ ଭବିଷ୍ଯଦ୍ବକ୍ତାମାନେ ଯେଉଁଭଳି ଲେଖିଥିଲେ, ସହେିଭଳି ହବୋ ପାଇଁ ଏହି ସବୁକଥା ଘଟିଲା, ତା'ପରେ ସମସ୍ତ ଶିଷ୍ଯମାନେ ଯୀଶୁଙ୍କୁ ଛାଡି ପଳାଇଗଲେ।

ମାଥିଉଲିଖିତ ସୁସମାଚାର 26:58

ପିତର ଅଳ୍ପ ଦୂର ରେ ରହି ମହାୟାଜକଙ୍କ ଅଗଣା ପର୍ୟ୍ଯନ୍ତ ଯୀଶୁଙ୍କ ପେଛ ପେଛ ଗଲେ। ଯୀଶୁଙ୍କର ପରିଣାମ କଣ ହବେ, ତାହା ଦେଖିବା ପାଇଁ ସେ ଭିତରକୁ ଯାଇ ପ୍ରହରୀମାନଙ୍କ ମଧିଅରେ ବସି ପଡ଼ିଲେ।

ଲୂକଲିଖିତ ସୁସମାଚାର 22:57

କିନ୍ତୁ ପିତର ଏକଥା ଅସ୍ବୀକାର କଲେ। ସେ କହିଲେ, ନା ଭଉଣୀ, ମୁଁ ତାହାଙ୍କୁ ଜାଣେ ନାହିଁ।

ରୋମୀୟଙ୍କ ପ୍ରତି ପତ୍ର 11:20

ଏହା ସତ୍ଯ କିନ୍ତୁ ସେ ଡାଳ ଗୁଡିକ ଭାଙ୍ଗି ପଡିବାର କାରଣ ହେଉଛି ସମାନଙ୍କେର ଅବିଶ୍ବାସ। କିନ୍ତୁ ତୁମ୍ଭମାନେେ ତୁମ୍ଭମାନଙ୍କ ବିଶ୍ବାସ ହତେୁ ସହେି ଗଛର ଅଂଶୀ ହାଇେ ପାରିଛ। ଅତଏବ ଗର୍ବ କରିବା ପରିବର୍ତେ ଭୟ କରିବା ଦରକାର।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 10:12

ଅତଏବ, ଯେଉଁଲୋକ ଭାବୁଛି ଯେ, ସେ ଦୃଢ଼ ଭାବରେ ଠିଆ ହାଇେଛି, ଯେପରି ସେ ଖସି ନ ପଡ଼େ ଏଥିପାଇଁ ସତର୍କ ରହୁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:8

କିନ୍ତୁ ଯେଉଁ ଲୋକମାନେ ଭୀରୁ, ଅବିଶ୍ବାସୀ, ଘୃଣାକାର୍ୟ୍ଯ, ନରହତ୍ଯା, ୟୌନଗତ ପାପ, ମନ୍ଦ କୁହୁକ କହନ୍ତି ଓ ପ୍ରତିମାପୂଜକ ଏବଂ ମିଥ୍ଯାବାଦୀ ସମାନେେ ଅଗ୍ନି ଓ ଗନ୍ଧକ ଜଳୁଥିବା ହ୍ରଦ ରେ ସ୍ଥାନ ପାଇବେ। ଏହା ଦ୍ବିତୀୟ ମୃତ୍ଯୁ।

Interlinear

Choose Theme