କିଛି ଲୋକେ ତୁମ୍ଭକୁ କହି ପାରନ୍ତି: ' ଦେଖ, ଖ୍ରୀଷ୍ଟ ଜନବିହୀନ ମରୁଭୁମି ଅଞ୍ଚଳ ରେ ଅଛନ୍ତି।' କିନ୍ତୁ ତୁମ୍ଭେ ଖ୍ରୀଷ୍ଟଙ୍କୁ ଖାଜେିବ ପାଇଁ ଜନବିହୀନ ମରୁଭୁମି ଅଞ୍ଚଳକୁ ୟିବନାହିଁ। ବା ସମାନେେ ତୁମ୍ଭକୁ କହି ପାରନ୍ତି: 'ଖ୍ରୀଷ୍ଟ ସହେି କୋଠରୀ ରେ ଅଛନ୍ତି।' କିନ୍ତୁ ତୁମ୍ଭେ ସମାନଙ୍କେୁ ବିଶ୍ବାସ କରିବ ନାହିଁ।
Cross references
ଏକ ବ୍ଯକ୍ତିର ଉଚ୍ଚସ୍ବର ଶୁଣ, ତୁମ୍ଭମାନେେ ପ୍ରାନ୍ତର ରେ ସଦାପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର। ମରୁଭୂମିରେ ଆମ୍ଭମାନଙ୍କ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ଏକ ରାଜପଥ ସଳଖ ଓ ଚିକ୍କଣ କର।
ସହେି ସମୟରେ ବାପ୍ତିଜକ ଯୋହନ ଆସି ୟିହୂଦା ପ୍ରଦେଶର ପ୍ରାନ୍ତର ମଧିଅରେ ଘାଷେଣା କରି କହିବାକୁ ଲାଗିଲେ
ହାନାନ ଓ କଯାଫା ମହାୟାଜକ ଥିଲେ। ସହେି ସମୟରେ ଜିଖରିୟଙ୍କ ପୁଅ ଯୋହନଙ୍କ ପାଖକୁ ପରମେଶ୍ବରଙ୍କର ଗୋଟିଏ ଆଜ୍ଞା ଆସିଲା। ଯୋହନ ମରୁଭୂମିରେ ବାସ କରୁଥିଲେ।
ତବେେ ତୁମ୍ଭେ କ'ଣ ସେ ମିଶରୀୟ ଲୋକ ନୁହଁ, ୟିଏ କିଛି ବର୍ଷ ପୂର୍ବେ ସରକାରଙ୍କ ବିରୁଦ୍ଧ ରେ ବିଦ୍ରୋହ କରିଥିଲା ଓ ଚ଼ାରି ହଜାର ଆତଙ୍କବାଦୀଙ୍କୁ ନଇେ ମରୁଭୂମିକୁ ଚ଼ାଲିଯାଇଥିଲା।