ମାଥିଉଲିଖିତ ସୁସମାଚାର 21:7 · ଓଡ଼ିଆ ବାଇବେଲ
ସମାନେେ ମାଈ ଗଧ ଓ ଗଧଛୁଆକୁ ନଇେ ଯୀଶୁଙ୍କ ପାଖକୁ ଆସିଲେ। ସମାନେେ ତାହାଙ୍କ ଲୁଗାଗୁଡ଼ିକ ଗଧମାନଙ୍କ ଉପରେ ବିଛାଇ ଦେଲେ। ଯୀଶୁ ସହେି ଲୁଗା ଉପରେ ବସିଲେ।
Cross references
ଦିତୀୟ ରାଜାବଳୀ 9:13
ତା'ପରେ ସମସ୍ତ ଉଚ୍ଚ ଅଧିକାରୀମାନେ ଶିଘ୍ର ଆପଣା ଆପଣା କୋଟ ନଇେ ସୋପାନ ଉପରେ ଯହେୂଙ୍କ ସମ୍ମୁଖ ରେ ରଖିଲେ। ତା'ପରେ ସମାନେେ ତୂରୀ ବଜାଇ ଘାଷେଣା କଲେ, ଯହେୂ ରାଜା ହେଲେ।
ମାର୍କଲିଖିତ ସୁସମାଚାର 11:4
ସମାନେେ ଚାଲିଗଲେ। ସମାନେେ ଗୋଟିଏ ଦ୍ବାର ପାଖ ଦାଣ୍ଡ ରେ ଏକ ଗଧଛଆକୁ ବନ୍ଧା ହାଇେଥିବାର ଦେଖିଲେ। ସମାନେେ ତାହାକୁ ଖାଲିେ ଦେଲେ।
ଲୂକଲିଖିତ ସୁସମାଚାର 19:32
ଦୁଇ ଜଣ ଶିଷ୍ଯ ସହେି ଗାଁକୁ ଗଲେ, ଯୀଶୁ ସମାନଙ୍କେୁ ଯଭେଳି କହିଥିଲେ, ଠିକ୍ ସହେି ଅନୁସାରେ ସମାନେେ ଗଧଟିକୁ ପାଇଗଲେ।