ମାର୍କଲିଖିତ ସୁସମାଚାର 11:4 · ଓଡ଼ିଆ ବାଇବେଲ
ସମାନେେ ଚାଲିଗଲେ। ସମାନେେ ଗୋଟିଏ ଦ୍ବାର ପାଖ ଦାଣ୍ଡ ରେ ଏକ ଗଧଛଆକୁ ବନ୍ଧା ହାଇେଥିବାର ଦେଖିଲେ। ସମାନେେ ତାହାକୁ ଖାଲିେ ଦେଲେ।
Cross references
ମାଥିଉଲିଖିତ ସୁସମାଚାର 21:6
ଶିଷ୍ଯମାନେ ଚ଼ାଲିଗଲେ ଓ ଯୀଶୁଙ୍କ କହିବା ଅନୁସାରେ ସମାନେେ କାମ କଲେ।
ମାଥିଉଲିଖିତ ସୁସମାଚାର 26:19
ଯୀଶୁଙ୍କ କହିବା ଅନୁସାରେ ଶିଷ୍ଯମାନେ କଲେ। ସମାନେେ ନିସ୍ତାରପର୍ବର ଭୋଜି ପ୍ରସ୍ତୁତ କଲେ।
ଲୂକଲିଖିତ ସୁସମାଚାର 19:32
ଦୁଇ ଜଣ ଶିଷ୍ଯ ସହେି ଗାଁକୁ ଗଲେ, ଯୀଶୁ ସମାନଙ୍କେୁ ଯଭେଳି କହିଥିଲେ, ଠିକ୍ ସହେି ଅନୁସାରେ ସମାନେେ ଗଧଟିକୁ ପାଇଗଲେ।
ଯୋହନଲିଖିତ ସୁସମାଚାର 2:5
ଯୀଶୁଙ୍କର ମାଆ ସବେକମାନଙ୍କୁ କହିଲେ, ଯୀଶୁ ଯେପରି କହନ୍ତି, ତୁମ୍ଭମାନେେ ସପରେି କର।
ଏବ୍ରୀ 11:8
ପରମେଶ୍ବର ଅବ୍ରହାମଙ୍କୁ ତାହାଙ୍କ ସ୍ଥାନ ଛାଡ଼ିବାକୁ, ଓ ଅନ୍ୟ ଗୋଟିଏ ସ୍ଥାନକୁ ୟିବା ପାଇଁ ଡାକିଲେ। ପରମେଶ୍ବର ତାହାଙ୍କୁ ସହେି ଦେଶ ଦବୋ ପାଇଁ ପ୍ରତିଜ୍ଞା କରିଥିଲେ। ସେ କେଉଁଠାକୁ ଯାଉଅଛନ୍ତି, ତାହା ଅବ୍ରହାମ ଜାଣି ନ ଥିଲେ। କିନ୍ତୁ ଅବ୍ରହାମ ନିଜ ବିଶ୍ବାସ ଦ୍ବାରା ମାନିଲେ, ଓ ସହେି ସ୍ଥାନ ପାଇଁ ପ୍ରସ୍ଥାନ କଲେ।