Home Bibles ମାଥିଉଲିଖିତ ସୁସମାଚାର 2:20 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 2:20 · ଓଡ଼ିଆ ବାଇବେଲ

ଦୂତ କହିଲେ, ଉଠ, ପିଲାଟିକୁ ଓ ତା ମାଆକୁ ନଇେ ଇସ୍ରାଯାଲ ଦେଶକୁ ଯାଅ। କାରଣ ଯେଉଁମାନେ ପିଲାଟିକୁ ମାରିଦବୋକୁ ଚେଷ୍ଟା କରୁଥିଲେ, ସମାନେେ ଏବେ ମରିଗଲଣେି।

Cross references

ଯାତ୍ରା ପୁସ୍ତକ 4:19

ପରମେଶ୍ବର ମିଦିଯନ ରେ ମାଶାଙ୍କେୁ କହିଲେ, ତୁମ୍ଭେ ବର୍ତ୍ତମାନ ମିଶରକୁ ନିରାପଦ ରେ ୟାଇପାର, କାରଣ ଯେଉଁମାନେ ତୁମ୍ଭକୁ ମାରିବାକୁ ଚାହୁଁଥିଲେ, ସମାନେେ ବର୍ତ୍ତମାନ ମୃତ।

ପ୍ରଥମ ରାଜାବଳୀ 11:21

ମିଶର ରେ ଥାଇ ହଦଦ୍ ସମ୍ବାଦ ପାଇଲେ ଦାଉଦଙ୍କର ମୃତ୍ଯୁ ହାଇେଛି ଓ ତାଙ୍କର ସନୋପତି ଯୋୟାବ ମଧ୍ଯ ମୃତ। ତେଣୁ ସେ ରାଜା ଫାରୋଙ୍କୁ କହିଲେ, ମାେତେ ସ୍ବଦେଶକୁ ୟିବାକୁ ଦିଅ।

ପ୍ରଥମ ରାଜାବଳୀ 11:40

ଏହି କାରଣରୁ ଶଲୋମନ ୟାରବିଯାମଙ୍କୁ ବଧ କରିବାକୁ ଚେଷ୍ଟା କଲେ। ମାତ୍ର ୟାରବିଯାମ ମିଶରର ରାଜା ଶୀଶକ ନିକଟକୁ ପଳାଇଲେ ଓ ଶଲୋମନଙ୍କ ମୃତ୍ଯୁ ପର୍ୟ୍ଯନ୍ତ ମିଶର ରେ ରହିଲେ।

ପ୍ରଥମ ରାଜାବଳୀ 12:1

ଏଥିମଧିଅରେ ନବାଟର ପୁତ୍ର ୟାରବିଯାମ ଯେ କି ଶ ଲୋମନଙ୍କ ଛାମୁରୁ ପଳାଇ ୟାଇଥିଲେ ଓ ମିଶର ରେ ଏୟାଏ ଥିଲେ,

ହିତୋପଦେଶ 3:5

ତୁମ୍ଭେ ସର୍ବାନ୍ତଃ ହୃଦଯ ରେ ସଦାପ୍ରଭୁଙ୍କୁ ବିଶ୍ବାସ କର ଏବଂ ନିଜର ଚତୁରତା ଉପ ରେ ନିର୍ଭର କରନାହିଁ।

ମାଥିଉଲିଖିତ ସୁସମାଚାର 2:13

ପଣ୍ଡିତମାନେ ଗ୍ଭଲିୟିବାପରେ ପରମେଶ୍ବରଙ୍କର ଜଣେ ଦୂତ ସ୍ବପ୍ନ ରେ ଯୋଷଫଙ୍କେୁ ଦର୍ଶନ ଦଇେ କହିଲେ, ଉଠ, ଶିଶୁଟିକୁ ଓ ତା ମାଆଙ୍କୁ ନଇେ ମିଶର ଦେଶକୁ ପଳାଅ ଏବଂ ମୁଁ ନ କହିବା ପର୍ୟ୍ଯନ୍ତ ସଠାେରେ ରୁହ। କାରଣ େ ହରୋଦ ତାହାକୁ ମାରିଦବୋ ପାଇଁ ଗ୍ଭହୁଁଥିବାରୁ ତାହାଙ୍କୁ ଖାଜେିବ।

Interlinear

Choose Theme