ଯୀଶୁ କହିଲେ, ପିଲାମାନଙ୍କୁ ମାେ ପାଖକୁ ଆସିବାକୁ ଦିଅ। ସମାନଙ୍କେୁ ଅଟକାଅ ନାହିଁ। କାରଣ ଯେଉଁମାନେ ଠିକ୍ ଏହି ପିଲାମାନଙ୍କ ଭଳି ଅଟନ୍ତି ସ୍ବର୍ଗରାଜ୍ଯ ସହେିମାନଙ୍କର।
Cross references
ମୁଁ ତୁମ୍ଭ ସହିତ ଏକ ଚୁକ୍ତି କରିବି। ସହେି ଚୁକ୍ତି ମଧ୍ଯ ତୁମ୍ଭର ବଂଶଧରମାନଙ୍କ ପାଇଁ ହବେ। ଏହି ଚୁକ୍ତି ଅନନ୍ତକାଳସ୍ଥାଯୀ ହବେ। ତହିଁରେ ମୁଁ ତୁମ୍ଭର ଓ ତୁମ୍ଭ ଭବିଷ୍ଯତ୍ ବଂଶଧରମାନଙ୍କର ପରମେଶ୍ବର ହବେି।
ଅବ୍ରହାମ ଅନେଶ୍ବତ ବର୍ଷ ବଯସ ରେ ସୁନ୍ନତ ହେଲେ।
ଅବ୍ରହାମ ପରମେଶ୍ବରଙ୍କ ନିର୍ଦ୍ଦେଶ ଅନୁସାରେ ଇସ୍ହାକକୁ ଠିକ୍ ଆଠଦିନପରେ ସୁନ୍ନତ କଲେ।
କିନ୍ତୁ ସେ ମାେତେ କହିଲେ, 'ତକ୍ସ୍ଟମେ ଗର୍ଭବତୀ ହବେ ଏବଂ ଏକ ପକ୍ସ୍ଟତ୍ର ସନ୍ତାନ ଜନ୍ମ ଦବେ। ତେଣୁ ତକ୍ସ୍ଟମେ ଦ୍ରାକ୍ଷାରସ କିମ୍ବା ମାଦକ ଦ୍ରବ୍ଯ ସବେନ କରିବା ଉଚିତ୍ ନକ୍ସ୍ଟହଁ କିମ୍ବା ଅଶକ୍ସ୍ଟଚି ଖାଦ୍ୟ ଖାଇବା ଉଚିତ୍ ନକ୍ସ୍ଟହଁ। କାରଣ ଶିଶକ୍ସ୍ଟଟିକକ୍ସ୍ଟ ପରମେଶଓରଙ୍କୁ ସମର୍ପଣ କରାୟିବ। ସେ ଜନ୍ମରକ୍ସ୍ଟ ମରଣ ପର୍ୟ୍ଯନ୍ତ ପରମେଶ୍ବରଙ୍କର ନାସନୀଯ ହବେ।'
ସେ ଏହା କହି ପରମେଶ୍ବରଙ୍କ ନିକଟରେ ପ୍ରତିଜ୍ଞା କଲା, ସର୍ବଶକ୍ତିମାନ ସଦାପ୍ରଭୁ ଯଦି ତୁମ୍ଭେ ଦେଖକ୍ସ୍ଟଥାଅ ମୁ କେତେ ଦକ୍ସ୍ଟଃଖି, ଯଦି ତୁମ୍ଭେ ତୁମ୍ଭର ସବେକକକ୍ସ୍ଟ ମନେ ରଖିଥାଅ, ତବେେ ମାେତେ ଏକ ପକ୍ସ୍ଟତ୍ର ଦିଅ। ତା' ହେଲେ ମୁ ସହେି ପକ୍ସ୍ଟତ୍ରଟିକକ୍ସ୍ଟ ସଦାପ୍ରଭୁଙ୍କଠା ରେ ଉତ୍ସର୍ଗ କରିବି। ସେ ତା'ର ଜୀବନସାରା ତୁମ୍ଭର ସବୋ କରିବ। ସେ ଦ୍ରାକ୍ଷାରସ ଏବଂ ସକ୍ସ୍ଟରା ନାସରୀଯ ତକ୍ସ୍ଟଲ୍ଯ ପିଇବ ନାହିଁ ଏବଂ ତା'ର ବାଳ କାଟିବାପାଇଁ କୌଣସି କ୍ଷକ୍ସ୍ଟର ତା'ର ମକ୍ସ୍ଟଣ୍ତ ରେ ସ୍ପର୍ଶ କରିବ ନାହିଁ।
କିନ୍ତୁ ହାନ୍ନା ଗଲାନାହିଁ, ଏବଂ ସେ ଆପଣା ସ୍ବାମୀକକ୍ସ୍ଟ କହିଲା, ବାଳକ ସ୍ତନପାନ ଛାଡିଲା ପରେ ମୁ ତାକକ୍ସ୍ଟ ନଇୟିବେି। ତା'ପରେ ସେ ସଦାପ୍ରଭୁଙ୍କର ସାକ୍ଷାତ ରେ ଉପସ୍ଥିତ ହବେ ଓ ସଠାେରେ ସର୍ବଦା ରହିବ।
ଏହାପରେ ସେ ତାହାକକ୍ସ୍ଟ ସ୍ତନପାନ ତ୍ଯାଗ କରାଇଲା ଓ ତିନି ଗୋବତ୍ସ ଓ ଏକ ଐଫା ମଇଦା ଓ ଏକ ବୋତଲ ଦ୍ରାକ୍ଷାରସ ତା' ସହିତ ପିଲାଟିକକ୍ସ୍ଟ ଶୀଲୋସ୍ଥିତ ସଦାପ୍ରଭୁଙ୍କ ଗୃହକକ୍ସ୍ଟ ଆଣିଲା। ଯେ ତବେଳେ ବାଳକଟି େଛାଟ ଥିଲା।
ସେ ସମୟରେ ବାଳକ ଶାମକ୍ସ୍ଟଯଲେ ଶକ୍ସ୍ଟକ୍ଲ ଏଫୋଦ ପିନ୍ଧି ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ପରିଚର୍ୟ୍ଯା କଲେ।
ସେତବେେଳେ ଯୀଶୁ କହିଲେ, ହେ ପରମପିତା, ତୁମ୍ଭେ ସ୍ବର୍ଗ ଓ ପୃଥିବୀର ପ୍ରଭୁ। ତୁମ୍ଭେ ଏହିସବୁ ବିଷୟ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କ ନିକଟରୁ ଲୁଚାଇ ରଖି ପିଲାଙ୍କ ଭଳି ସରଳ ଲୋକଙ୍କ ନକଟ ରେ ସଗେୁଡିକୁ ପ୍ରକାଶ କରିଛ। ଏଥିପାଇଁ ମୁଁ ତୁମ୍ଭର ସ୍ତୁତି କରୁଛି।
ତା'ପରେ ଯୀଶୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି। ତୁମ୍ଭେ ନିଜକୁ ପରିବର୍ତ୍ତନ କର। ହୃଦୟ ଭିତ ରେ ଗୋଟିଏ େଛାଟ ପିଲାଭଳି ହାଇଯୋଅ। ଏକଥା ନକଲେ ତୁମ୍ଭେ ସ୍ବର୍ଗରାଜ୍ଯ ରେ କଦାପି ପ୍ରବେଶ କରିପାରିବ ନାହିଁ।
ଏହା ଦେଖି ଯୀଶୁ ବହୁତ ରାଗିଗଲେ। ଯୀଶୁ ଶିଷ୍ଯମାନଙ୍କୁ କହିଲେ, େଛାଟ େଛାଟ ପିଲାମାନେ ମାେ ପାଖକୁ ଆସନ୍ତୁ। ସମାନଙ୍କେୁ ଅଟକାଅ ନାହିଁ। କାରଣ ପରମେଶ୍ବରଙ୍କ ରାଜ୍ଯ ଏହି ପିଲାମାନଙ୍କ ଭଳି ସରଳ ଲୋକମାନଙ୍କର ଅଟେ।
କିନ୍ତୁ ଯୀଶୁ ସହେି େଛାଟ ପିଲାମାନଙ୍କୁ ପାଖକୁ ଡାକିଲେ। ସେ ତାହାଙ୍କ ଶିଷ୍ଯମାନଙ୍କୁ କହିଲେ, େଛାଟ ପିଲାମାନେ ମାେ ପାଖକୁ ଆସନ୍ତୁ। ସମାନଙ୍କେୁ ଅଟକାଅ ନାହିଁ। କାରଣ ଯେଉଁ ଲୋକମାନେ ଏହି େଛାଟ ପିଲାମାନଙ୍କ ଭଳ ହାଇେଥିବେ, କବଳେ ସହେିମାନେ ପରମେଶ୍ବରଙ୍କ ରାଜ୍ଯର ଅଧିକାରୀ ହବେେ।
ଭାଇ ଓ ଭଉଣୀମାନେ, ବୁଦ୍ଧି ରେ ପିଲାମାନଙ୍କ ପରି ହୁଅନାହିଁ ବରଂ ମନ୍ଦ ବିଷୟ ରେ ଶିଶୁ ପରି ହୁଅ ଓ ବୁଦ୍ଧି ରେ ପୂର୍ଣ୍ଣ ବୟସ୍କ ହୁଅ।
ଅନ୍ୟ ଲୋକମାନଙ୍କୁ ଆଘାତ କଲାଭଳି କୌଣସି କାମ କର ନାହିଁ। ମିଛ କୁହ ନାହିଁ, ଲୋକଙ୍କୁ ଠକ ନାହିଁ, ଈର୍ଷାନ୍ବିତ ହୁଅ ନାହିଁ, ଲୋକମାନଙ୍କର ନିନ୍ଦା କର ନାହିଁ। ନିଜ ଜୀବନରୁ ଏଗୁଡ଼ିକୁ ଦୂର କର।