Home Bibles ମାଥିଉଲିଖିତ ସୁସମାଚାର 17:16 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 17:16 · ଓଡ଼ିଆ ବାଇବେଲ

ମୁଁ ତାକୁ ତୁମ୍ଭ ଶିଷ୍ଯମାନଙ୍କ ପାଖକୁ ଆଣିଥିଲି। କିନ୍ତୁ ସମାନେେ ତାକୁ ସୁସ୍ଥ କରି ପାରିଲେ ନାହିଁ।

Cross references

ଦିତୀୟ ରାଜାବଳୀ 4:29

ଏହାପରେ ଇଲୀଶାୟ ଗି ହଜେୀକୁ କହିଲେ, ୟିବାକୁ ପ୍ରସ୍ତୁତ ହୁଅ। ମାରେ ୟଷ୍ଟିଟିକୁ ସଙ୍ଗ ରେ ନିଅ। ଗଲା ବେଳେ କୌଣସି ସ୍ଥାନ ରେ ଟିକିଏ ହେଲେ ଅଟକିବ ନାହିଁ। ଏପରିକି କାହାରିକୁ ଦେଖିଲେ ନମସ୍କାର କରନାହିଁ ଓ କହେି ନମସ୍କାର କଲେ ତାକୁ ଉତ୍ତର କରନାହିଁ। ମାରେ ୟଷ୍ଟି ନଇେ ସହେି ବାଳକର ମୁଖ ଉପରେ ରଖି ଦିଅ।

ମାଥିଉଲିଖିତ ସୁସମାଚାର 17:19

ତା'ପରେ ଯୀଶୁଙ୍କ ଶିଷ୍ଯମାନେ ତାହାଙ୍କୁ ନିରୋଳା ରେ ଭଟେି ପଚାରିଲେ, ଆମ୍ଭମାନେେ ଭୂତକୁ ତଡ଼ିଦବୋକୁ କାହିଁକି ସକ୍ଷମ ହାଇେ ପାରିଲୁ ନାହିଁ?

ଲୂକଲିଖିତ ସୁସମାଚାର 9:40

ମୁଁ ଆପଣଙ୍କ ଶିଷ୍ଯମାନଙ୍କୁ ମାେ ପୁଅ ଦହରେୁ ଭୂତକୁ ଛଡଇେ ଦବୋକୁ ଅନୁରୋଧ କଲି, କିନ୍ତୁ ସମାନେେ ପାରିଲେ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 3:16

ଏ ଯେଉଁ ଲୋକକୁ ତୁମ୍ଭମାନେେ ଦେଖୁଛ ଓ ଚିହ୍ନିଛ, ସେ ଯୀଶୁଙ୍କ ନାମ ରେ ଶକ୍ତି ପାଇ ଚ଼ାଲି ପାରିଲା। ଯୀଶୁଙ୍କ ନାମ ରେ ଆମ୍ଭମାନଙ୍କର ବିଶ୍ବାସ ଅଛି। ହଁ, କବଳେ ଯୀଶୁଙ୍କ ଉପରେ ଥିବା ବିଶ୍ବାସ ତାକୁ ସମ୍ପୁର୍ଣ୍ଣ ରୂପେ ଆରୋଗ୍ୟ କରି ଦଲୋ ଆଉ ତାହା ତୁମ୍ଭମାନେେ ଦେଖିଲ।

ରେରିତମାନଙ୍କ କାର୍ଯ୍ୟର ବିବରଣ 19:15

କିନ୍ତୁ ଜଣେ ଭୂତାତ୍ମା ସମାନଙ୍କେୁ କହିଲା, ମୁଁ ଯୀଶୁଙ୍କୁ ଚିନ୍ନେ ଓ ପାଉଲଙ୍କୁ ମଧ୍ଯ ଜାଣେ। କିନ୍ତୁ ତୁମ୍ଭମାନେେ କିଏ?

Interlinear

Choose Theme