ମାଥିଉଲିଖିତ ସୁସମାଚାର 17:19 · ଓଡ଼ିଆ ବାଇବେଲ
ତା'ପରେ ଯୀଶୁଙ୍କ ଶିଷ୍ଯମାନେ ତାହାଙ୍କୁ ନିରୋଳା ରେ ଭଟେି ପଚାରିଲେ, ଆମ୍ଭମାନେେ ଭୂତକୁ ତଡ଼ିଦବୋକୁ କାହିଁକି ସକ୍ଷମ ହାଇେ ପାରିଲୁ ନାହିଁ?
Cross references
ମାର୍କଲିଖିତ ସୁସମାଚାର 4:10
ପରେ ଯେତବେେଳେ ଯୀଶୁ ଏକୁଟିଆ ଥିଲେ, ସେତବେେଳେ ତାହାଙ୍କର ବାର ଜଣ ଯାକ ପ୍ ରରେିତ ଓ ଅନ୍ୟ ଶିଷ୍ଯମାନେ ତାହାଙ୍କୁ ଦୃଷ୍ଟାନ୍ତ ସମ୍ବନ୍ଧ ରେ ପଚାରିଲେ।
ମାର୍କଲିଖିତ ସୁସମାଚାର 9:28
ତା'ପରେ ଯୀଶୁ ଘର ଭିତରକୁ ଗଲେ। କବଳେ ତାହାଙ୍କ ଶିଷ୍ଯମାନେ ତାହାଙ୍କ ସହିତ ସଠାେରେ ଥିଲେ। ସମାନେେ ତାକୁ ପଚାରିଲେ, ଆମ୍ଭମାନେେ ଦୁଷ୍ଟାତ୍ମାକୁ କାହିଁକି ବାହାର କରି ପାରିଲୁନି?