Home Bibles ☰ Books ମାଥିଉଲିଖିତ ସୁସମାଚାର 10:24 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 10:24 · ଓଡ଼ିଆ ବାଇବେଲ

ଶିଷ୍ଯ ନିଜ ଗୁରୁଠାରୁ ବଡ ନୁହେଁକି କୌଣସି ସବେକ ତା ମାଲିକଠାରୁ ବଡ ନୁହେଁ ା

Cross references

ଦିତୀୟ ଶାମୁୟେଲ 11:11

ଊରିଯ ଦାଉଦଙ୍କକ୍ସ୍ଟ କହିଲେ, ପବିତ୍ର ସିନ୍ଦକ୍ସ୍ଟକ, ଇଶ୍ରାୟେଲ ଓ ୟିହକ୍ସ୍ଟଦାର ସୈନ୍ଯବାହୀନି ଏବଂ ମାରେ ରାଜାଙ୍କର ଅଧିକାରୀଗଣ ଖାେଲା ପଦା ରେ ତମ୍ବୁ କରଛନ୍ତି। ତେଣୁ ମୁ କିପରି ଭୋଜନ କରିବାକୁ ଘରକକ୍ସ୍ଟ ୟିବି ଏବଂ ତା'ପରେ ମାରେ ସ୍ତ୍ରୀଙ୍କ ସହିତ ଶଯନ କରିବି? ତୁମ୍ଭେ ଓ ମୁ ବଞ୍ଚିଥିବା ୟାଏ ସପରେି କରିବି ନାହିଁ।

ଲୂକଲିଖିତ ସୁସମାଚାର 6:40

ଜଣେ ଛାତ୍ର ତା' ଶିକ୍ଷକ ଠାରୁ ବଡ ହଇେ ପାରିବ ନାହିଁ। କିନ୍ତୁ ଛାତ୍ର ଜଣକ ପ୍ରେତ୍ୟକକ ବିଷୟ ସଂମ୍ପୁର୍ଣ୍ଣ ଶିଖି ସାରିବା ପରେ ନିଜ ଶିକ୍ଷକଙ୍କ ସମାନ ହାଇଯୋଏ।

ଯୋହନଲିଖିତ ସୁସମାଚାର 13:16

ମୁଁ ଏହା ସତ୍ଯ କହୁଛି, ଜଣେ ସବେକ ତାର ପ୍ରଭୁଠାରୁ ବଡ ନୁହେଁ। ଯେଉଁ ଲୋକକୁ କିଛି କାର୍ୟ୍ଯ କରିବା ପାଇଁ ପଠାଯାଇଛି, ସେ ପ୍ ରରଣକେର୍ତ୍ତାଙ୍କଠାରୁ ବଡ ନୁହେଁ।

ଯୋହନଲିଖିତ ସୁସମାଚାର 15:20

ମୁଁ ତୁମ୍ଭକୁ ଯାହା କହିଥିଲି ତାହା ମନରେଖ: ଜଣେ ଚାକର ତାର ମୁନିବଠାରୁ ବଡ ନୁହେଁ। ଯଦି ଲୋକମାନେ ମାେତେ ତାଡନା କରିଛନ୍ତି, ତବେେ ସମାନେେ ତୁମ୍ଭକୁ ମଧ୍ଯ ତାଡନା କରିବେ। ସମାନେେ ମାରେ ଉପଦେଶ ମାନିଛନ୍ତି, ତେଣୁ ତୁମ୍ଭର ଉପଦେଶ ମଧ୍ଯ ମାନିବେ।

ଏବ୍ରୀ 12:2

ଆମ୍ଭେ ସର୍ବଦା ଯୀଶୁଙ୍କ ଉଦାହରଣ ଗ୍ରହଣ କରିବା ଉଚିତ। ଆମ୍ଭ ବିଶ୍ବାସର ନେତା ଯୀଶୁଖ୍ରୀଷ୍ଟ ଅଟନ୍ତି। ସେ ଆମ୍ଭର ବିଶ୍ବାସକୁ ସିଦ୍ଧ କରନ୍ତି। ସେ କୃଶ ଉପରେ ମୃତ୍ଯୁର ଯାତନା ଭୋଗିଛନ୍ତି। କିନ୍ତୁ ସେ କୃଶର ଲଜ୍ଜାକୁ ଏକ ଅର୍ଥହୀନ ବିଷୟ ବୋଲି ମନେ କରି ଗ୍ରହଣ କରିଛନ୍ତି। ପରମେଶ୍ବର ତାହାଙ୍କ ସମ୍ମୁଖ ରେ ଯେଉଁ ଆନନ୍ଦର ଲକ୍ଷ୍ଯ ରଖିଥିଲେ, ସେଥିପାଇଁ ସେ ତାହା କଲେ। ଏବେ ସେ ପରମେଶ୍ବରଙ୍କ ସିଂହାସନର ଡାହାଣ ରେ ବସିଛନ୍ତି।

Interlinear

Choose Theme