ମୁଁ ଏହା ସତ୍ଯ କହୁଛି, ଜଣେ ସବେକ ତାର ପ୍ରଭୁଠାରୁ ବଡ ନୁହେଁ। ଯେଉଁ ଲୋକକୁ କିଛି କାର୍ୟ୍ଯ କରିବା ପାଇଁ ପଠାଯାଇଛି, ସେ ପ୍ ରରଣକେର୍ତ୍ତାଙ୍କଠାରୁ ବଡ ନୁହେଁ।
Cross references
ଶିଷ୍ଯ ନିଜ ଗୁରୁଠାରୁ ବଡ ନୁହେଁକି କୌଣସି ସବେକ ତା ମାଲିକଠାରୁ ବଡ ନୁହେଁ ା
ଜଣେ ଛାତ୍ର ତା' ଶିକ୍ଷକ ଠାରୁ ବଡ ହଇେ ପାରିବ ନାହିଁ। କିନ୍ତୁ ଛାତ୍ର ଜଣକ ପ୍ରେତ୍ୟକକ ବିଷୟ ସଂମ୍ପୁର୍ଣ୍ଣ ଶିଖି ସାରିବା ପରେ ନିଜ ଶିକ୍ଷକଙ୍କ ସମାନ ହାଇଯୋଏ।
ଯୀଶୁ ତାହାଙ୍କୁ ଉତ୍ତର ଦେଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି। ପ୍ରେତ୍ୟକକ ବ୍ଯକ୍ତି ନିଶ୍ଚିତ ରୂପେ ପୁନର୍ବାର ଜନ୍ମ ହବୋ ଆବଶ୍ଯକ। ଯଦି କୌଣସି ଲକେ ପୁନର୍ବାର ଜନ୍ମ ନହୁଏ, ତବେେ ସେ ଲୋକ ପରମେଶ୍ବରଙ୍କର ରାଜ୍ଯ ରେ କଦାପି ପ୍ରବେଶ କରିପାରିବ ନାହିଁ।
ଯୀଶୁ ଉତ୍ତର ଦେଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି, ଜଣେ ଲୋକ ନିଶ୍ଚିତ ଭାବେ ଜଳ ଓ ଆତ୍ମାରୁ ଜନ୍ମ ହାଇେ ନଥାଏ, ତବେେ ସେ କଦାପି ପରମେଶ୍ବରଙ୍କ ରାଜ୍ଯ ରେ ପ୍ରବେଶ କରି ପାରିବ ନାହିଁ।
ମୁଁ ତୁମ୍ଭକୁ ଯାହା କହିଥିଲି ତାହା ମନରେଖ: ଜଣେ ଚାକର ତାର ମୁନିବଠାରୁ ବଡ ନୁହେଁ। ଯଦି ଲୋକମାନେ ମାେତେ ତାଡନା କରିଛନ୍ତି, ତବେେ ସମାନେେ ତୁମ୍ଭକୁ ମଧ୍ଯ ତାଡନା କରିବେ। ସମାନେେ ମାରେ ଉପଦେଶ ମାନିଛନ୍ତି, ତେଣୁ ତୁମ୍ଭର ଉପଦେଶ ମଧ୍ଯ ମାନିବେ।