Home Bibles ମାଥିଉଲିଖିତ ସୁସମାଚାର 1:4 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 1:4 · ଓଡ଼ିଆ ବାଇବେଲ

ଅରାମ ଅମ୍ମୀନାଦାବଙ୍କ ବାପା।

Cross references

ଗଣନା ପୁସ୍ତକ 1:7

ଯିହୁଦା ପରିବାରବର୍ଗର, ଅମ୍ମୀନାଦବର ପୁତ୍ର ନ ହଶାେନ।

ଗଣନା ପୁସ୍ତକ 2:3

ୟିହୂଦାର ବିଭାଗ ଛାଉଣୀ ସ୍ଥାପନ କରିବେ ତାଙ୍କ ଧ୍ବଜା ସହିତ ପୂର୍ବଦିଗର ସୂୟ୍ଯର୍ୋଦଯ ଆଡେ, ପୁଣି ଅମ୍ମୀନାଦବର ପୁତ୍ର ନ ହଶାେନ ଯିହୁଦାର ଲୋକମାନଙ୍କର ନେତା ହବେ।

ଗଣନା ପୁସ୍ତକ 7:12

ପ୍ରଥମ ଦିନରେ ଯିହୁଦା ପରିବାରବର୍ଗର ଅଧିପତି ଅମ୍ମୀନାଦବର ପୁତ୍ର ନହଶୋନ ତାଙ୍କର ଉପହାର ଉତ୍ସର୍ଗ କଲା।

ଗଣନା ପୁସ୍ତକ 7:17

ପ୍ରତ୍ୟେକ ଅଧିପତି ପାପ ପାଇଁ ଗୋଟିଏ ଛାଗ ଉତ୍ସର୍ଗ କଲେ, ପ୍ରତ୍ୟେକ ଅଧିପତି ଶାନ୍ତି ବଳରୂପେ ଦୁଇଟି ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକବର୍ଷୀୟ ପାଞ୍ଚ ମେଷବତ୍ସ ଉତ୍ସର୍ଗ କଲେ।

ଗଣନା ପୁସ୍ତକ 10:14

ପ୍ରଥମେ ଯିହୁଦା ଗୋଷ୍ଠୀର ଧ୍ବଜା ଆଗେ ଆଗେ ଗତିକଲା; ଆଉ ଅମ୍ମୀନାଦବର ପୁତ୍ର ନ ହଶାେନ ସମାନଙ୍କେର ଅଧିନାଯକ ଥିଲେ।

ରୂତର ବିବରଣ 4:19

ହିଷ୍ରୋଣର ପକ୍ସ୍ଟତ୍ର ଅରାମ ଓ ଅରାମର ପକ୍ସ୍ଟତ୍ର ଅମ୍ମୀନାଦବ,

ପ୍ରଥମ ବଂଶାବଳୀ 2:10

ରାମ୍ ଅମ୍ମୀନାଦବଙ୍କର ପିତା ଥିଲେ ଓ ଅମ୍ମୀନାଦବ ଯିହୁଦାର ପରିବାରବର୍ଗ ମୁଖ୍ଯ ନ ହଶାେନଙ୍କର ପିତା ଥିଲେ।

ଲୂକଲିଖିତ ସୁସମାଚାର 3:32

ଦାଉଦ ୟିଶୟଙ୍କ ପୁତ୍ର।

Interlinear

Choose Theme