ମାର୍କଲିଖିତ ସୁସମାଚାର 9:8 · ଓଡ଼ିଆ ବାଇବେଲ
ଏବଂ ସହେି ସମୟରେ ପିତର, ଯାକୁବ ଓ ଯୋହନ ତାରିଆଡକୁ ଚାହିଁଲେ କିନ୍ତୁ ସଠାେରେ ସମାନେେ ତାହାଙ୍କ ସହିତ କବଳେ ଯୀଶୁଙ୍କ ଛଡା ଆଉ କାହାରିକୁ ଦେଖିଲେ ନାହିଁ।
Cross references
ଲୂକଲିଖିତ ସୁସମାଚାର 9:36
ଆକାଶବାଣୀ ହାଇେ ସାରିବା ପରେ ସଠାେରେ କବଳେ ଯୀଶୁ ଥିଲେ। ପିତର, ଯାକୁବ ଓ ଯୋହନ ଏ ବିଷୟ ରେ ନୀରବ ରହିଲେ। ସମାନେେ ଯାହା କିଛି ଦେଖିଥିଲେ, ସେ ବିଷୟ ରେ ସେ ସମୟରେ କାହାରିକୁ କିଛି କହିଲେ ନାହିଁ।
ଲୂକଲିଖିତ ସୁସମାଚାର 24:31
ସହେି ସମୟରେ ସହେି ଦୁଇଜଣଙ୍କର ଚକ୍ଷୁ ଖାଲିଦେିଆଗଲା ଓ ସମାନେେ ଯୀଶୁଙ୍କୁ ଚିହ୍ନି ପାରିଲେ। କିନ୍ତୁ ଯୀଶୁ ସମାନଙ୍କେ ସାମନାରୁ ଅଦୃଶ୍ଯ ହାଇଗେଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 8:39
ସମାନେେ ଦୁ ହେଁ ଜଳ ଭିତରୁ ଉଠି ଆସିବା ପରେ ପ୍ରଭୁଙ୍କର ଆତ୍ମା ଫିଲିପ୍ପଙ୍କୁ ନଇଗେଲେ। ନଫୁସକ ତାହାଙ୍କୁ ଆଉ ଦେଖିପାରିଲେ ନାହିଁ। ସେ ଖୁସି ରେ ତାହାଙ୍କ ବାଟରେ ଚ଼ାଲିଗଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 10:16
ଏହିପରି ତିନିଥର ହବୋପରେ ସେ ଜିନିଷଟି ହଠାତ୍ ସ୍ବର୍ଗକୁ ଉଠି ଚ଼ାଲିଗଲା।