Home Bibles ☰ Books ମାର୍କଲିଖିତ ସୁସମାଚାର 9:49 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 9:49 · ଓଡ଼ିଆ ବାଇବେଲ

ନିଆଁ ରେ ପ୍ରେତ୍ୟକକ ଲୋକକୁ ଦଣ୍ଡିତ କରାୟିବ।

Cross references

ଲେବୀୟ ପୁସ୍ତକ 2:13

ତୁମ୍ଭେ ସମସ୍ତ ଶସ୍ଯ ନବୈେଦ୍ଯ ରେ ଲବଣ ମିଶାଇବ, ଯାହା ତୁମ୍ଭେ ଉତ୍ସର୍ଗ କର। ପୁଣି ପରମେଶ୍ବରଙ୍କ ଚୁକ୍ତି ରୂପକ ଲବଣକୁ ଶସ୍ଯ ନବୈେଦ୍ଯ ରେ ଦବେ। ଆଉ ତୁମ୍ଭର ସମସ୍ତ ନବୈେଦ୍ଯ ସହିତ ଲବଣ ଏକ ଅଂଶ ହବେ।

ଯିହିଜିକଲ 43:24

ପୁଣି ତୁମ୍ଭେ ସେସବୁକୁ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣିବ। ଆଉ ଯାଜକମାନେ ସମାନଙ୍କେ ଉପ ରେ ଲବଣ ଛିଞ୍ଚିବେ ଏବଂ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସେସବୁକୁ ହାମବେଳି ଉତ୍ସର୍ଗ କରିବେ।

Interlinear

Interlinear data is unavailable for this verse.

Choose Theme