ପୁଣି ତୁମ୍ଭେ ସେସବୁକୁ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣିବ। ଆଉ ଯାଜକମାନେ ସମାନଙ୍କେ ଉପ ରେ ଲବଣ ଛିଞ୍ଚିବେ ଏବଂ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସେସବୁକୁ ହାମବେଳି ଉତ୍ସର୍ଗ କରିବେ।
Cross references
ତୁମ୍ଭେ ସମସ୍ତ ଶସ୍ଯ ନବୈେଦ୍ଯ ରେ ଲବଣ ମିଶାଇବ, ଯାହା ତୁମ୍ଭେ ଉତ୍ସର୍ଗ କର। ପୁଣି ପରମେଶ୍ବରଙ୍କ ଚୁକ୍ତି ରୂପକ ଲବଣକୁ ଶସ୍ଯ ନବୈେଦ୍ଯ ରେ ଦବେ। ଆଉ ତୁମ୍ଭର ସମସ୍ତ ନବୈେଦ୍ଯ ସହିତ ଲବଣ ଏକ ଅଂଶ ହବେ।
ଇଶ୍ରାୟେଲ ଲୋକମାନେ ଯେଉଁସବୁ ଦ୍ରବ୍ଯ ପବିତ୍ର କରି ଉତ୍ତୋଳନୀଯ ଉପହାରରୂପେ ସଦାପ୍ରଭୁଙ୍କୁ ଉତ୍ସର୍ଗ କରନ୍ତି, ସେ ସମସ୍ତ ଆମ୍ଭେ ଅନନ୍ତକାଳୀନ ଅଧିକାରାର୍ଥେ ତୁମ୍ଭକୁ, ତୁମ୍ଭର ପୁତ୍ରଗଣକୁ ଓ ତୁମ୍ଭର କନ୍ଯାଗଣକୁ ଦଲେୁ। ତୁମ୍ଭ ପାଇଁ ଓ ତୁମ୍ଭ ବଂଶପାଇଁ ଏହା ସଦାପ୍ରଭୁଙ୍କ ସାକ୍ଷାତ ରେ ଅନନ୍ତକାଳୀନ ନିଯମ।
ତୁମ୍ଭମାନେେ ଜାଣିବା ଉଚିତ ଯେ, ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବର ଦାଉଦ ଓ ତାଙ୍କର ପୁତ୍ରମାନଙ୍କୁ ଚିରକାଳ ନିମନ୍ତେ ଇଶ୍ରାୟେଲର ରାଜା ହବୋ ନିମନ୍ତେ ଅଧିକାର ଦଇେଥିଲେ। ପରମେଶ୍ବର ଦାଉଦଙ୍କୁ ଲବଣ ଚୁକ୍ତି ସହିତ ଏହି ଅଧିକାର ପ୍ରଦାନ କରିଥିଲେ।
ତୁମ୍ଭମାନେେ ସମଗ୍ର ପୃଥିବୀ ପାଇଁ ଲୁଣ ସଦୃଶ। କିନ୍ତୁ ଲୁଣ ଯଦି ନିଦେ ସ୍ବାଦହୀନ ହାଇଯୋଏ, ତବେେ ତାକୁ ଆଉଥରେ ଲୁଣିଆ କରା ଯାଇ ନପା ରେ। ଲୁଣ ଆପଣା ଲୁଣିଆ ସ୍ବାଦ ହରାଇଲେ ଆଉ କୌଣସି କାମ ରେ ଲାଗିପାରିବ ନାହିଁ। ତାକୁ ବାହା ରେ ଫିଙ୍ଗି ଦିଆୟିବ। ଲୋକେ ତାକୁ ପାଦ ରେ ଚକଟି ଗ୍ଭଲିଯିବେ।
ନିଆଁ ରେ ପ୍ରେତ୍ୟକକ ଲୋକକୁ ଦଣ୍ଡିତ କରାୟିବ।
କଥାବାର୍ତ୍ତା କଲା ବେଳେ, ସବୁବେଳେ ଦୟାଭାବ ରଖ ଓ ବିବକେୀ ହୁଅ। ତବେେ ତୁମ୍ଭମାନେେ ସମସ୍ତଙ୍କୁ ଉଚିତ ଉତ୍ତର ଦବୋକୁ ସକ୍ଷମ ହବେ।