Home Bibles ମାର୍କଲିଖିତ ସୁସମାଚାର 9:46 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 9:46 · ଓଡ଼ିଆ ବାଇବେଲ

ଦୁଇ ପାଦ ଥାଇ ନର୍କ ରେ ତୁମ୍ଭକୁ ଫିଙ୍ଗି ଦିଆୟିବା ଅପେକ୍ଷା ବରଂ େଛାଟା ହାଇେ ଅନନ୍ତ ଜୀବନ ଲାଭ କରିବା ଭଲ।

Cross references

ଲୂକଲିଖିତ ସୁସମାଚାର 16:24

ସେ ଡାକିଲା, 'ପିତା ଅବ୍ରହାମ, ମାେତେ ଦୟା କର। ମାେ ପାଖକୁ ଲାଜାରକୁ ପଠାଅ। ସେ ତା' ଆଙ୍ଗୁଳି ଟିପକୁ ପାଣି ରେ ବୁଡଇେ ମାେ ଜିଭ ରେ ଟୋପାଏ ଟୋପାଏ ପାଣି ଦେଉ। ମୁଁ ଏହି ନିଆଁ ରେ ବହୁତ ୟନ୍ତ୍ରଣା ଭୋଗ କରୁଛି।'

Interlinear

Choose Theme