Home Bibles ମାର୍କଲିଖିତ ସୁସମାଚାର 9:45 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 9:45 · ଓଡ଼ିଆ ବାଇବେଲ

ଯଦି ତୁମ୍ଭର ପାଦ ତୁମ୍ଭକୁ ପାପ କରାଏ, ତବେେ ତାକୁ କାଟି ଦିଅ।

Cross references

ମାଥିଉଲିଖିତ ସୁସମାଚାର 5:22

କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭମାନେେ ଅନ୍ୟ

ମାଥିଉଲିଖିତ ସୁସମାଚାର 18:8

ଯଦି ତୁମ୍ଭର ହାତ କିମ୍ବା ପାଦ ତୁମ୍ଭ ପାଇଁ ପାପର କାରଣ ହୁଏ, ତବେେ ତାକୁ କାଟି ଫିଙ୍ଗି ଦିଅ। ଦୁଇହାତ ଓ ଦୁଇଗୋଡ଼ ଥାଇ ଚ଼ିରକାଳ ଜଳୁଥିବା ନର୍କର ନିଆଁ ରେ ତୁମ୍ଭକୁ ଫିଙ୍ଗି ଦିଆୟିବା ଅପେକ୍ଷା ବରଂ ହାତ କିମ୍ବା ଗୋଡ଼ ନଥାଇ ଅନନ୍ତଜୀବନ ମଧିଅରେ ପ୍ରବେଶ କରିବା ତୁମ୍ଭ ପାଇଁ ଭଲ।

ମାର୍କଲିଖିତ ସୁସମାଚାର 9:43

ଯଦି ତୁମ୍ଭର ହାତ ତୁମ୍ଭକୁ ପାପ କରାଏ, ତବେେ ତାକୁ କାଟିଦିଅ।

ମାର୍କଲିଖିତ ସୁସମାଚାର 9:44

କାରଣ ଦୁଇ ହାତ ଥାଇ ଅନନ୍ତ କାଳ ଧରି ଜଳୁଥିବା ନର୍କର ନିଆଁ ଭିତ ରେ ତୁମ୍ଭକୁ ଫିଙ୍ଗି ଦିଆୟିବା ଅପେକ୍ଷା ବରଂ ତୁମ୍ଭେ ପଙ୍ଗୁ ହାଇେ ଅନନ୍ତ ଜୀବନ ଲାଭ କରିବା ଭଲ।

Interlinear

Choose Theme