ମାର୍କଲିଖିତ ସୁସମାଚାର 9:36 · ଓଡ଼ିଆ ବାଇବେଲ
ତା'ପରେ ଯୀଶୁ ଗୋଟିଏ େଛାଟ ପିଲାକୁ ନଇେ ସମାନଙ୍କେ ଆଗ ରେ ଠିଆ କରାଇଲେ। ସହେି ପିଲାକୁ କୋଳ ରେ ନଇେ ସେ କହିଲେ,
Cross references
ମାଥିଉଲିଖିତ ସୁସମାଚାର 18:2
ଯୀଶୁ ଗୋଟିଏ େଛାଟ ପିଲାକୁ ପାଖକୁ ଡାକିଲେ। ସେ ପାଲାକୁ ଶିଷ୍ଯମାନଙ୍କ ଆଗ ରେ ଠିଆ କରାଇଲେ।
ମାଥିଉଲିଖିତ ସୁସମାଚାର 19:14
ଯୀଶୁ କହିଲେ, ପିଲାମାନଙ୍କୁ ମାେ ପାଖକୁ ଆସିବାକୁ ଦିଅ। ସମାନଙ୍କେୁ ଅଟକାଅ ନାହିଁ। କାରଣ ଯେଉଁମାନେ ଠିକ୍ ଏହି ପିଲାମାନଙ୍କ ଭଳି ଅଟନ୍ତି ସ୍ବର୍ଗରାଜ୍ଯ ସହେିମାନଙ୍କର।
ମାର୍କଲିଖିତ ସୁସମାଚାର 10:16
ତା'ପରେ ଯୀଶୁ ପିଲାମାନଙ୍କୁ କୋଳକୁ ଉେଠଇ ନେଲେ। ସେ ସମାନଙ୍କେ ଉପରେ ହାତ ରଖି ଆଶୀର୍ବାଦ କଲେ।