Home Bibles ☰ Books ମାର୍କଲିଖିତ ସୁସମାଚାର 9:16 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 9:16 · ଓଡ଼ିଆ ବାଇବେଲ

ଯୀଶୁ ପଚାରିଲେ, ତୁମ୍ଭମାନେେ ଧର୍ମଶାସ୍ତ୍ରୀମାନଙ୍କ ସହିତ କେଉଁ ବିଷୟ ରେ ୟୁକ୍ତିତର୍କ କରୁଥିଲ?

Cross references

ମାର୍କଲିଖିତ ସୁସମାଚାର 8:11

ଫୀରୂଶୀମାନେ ଯୀଶୁଙ୍କ ପାଖକୁ ଆସି ଯୀଶୁଙ୍କୁ ପରୀକ୍ଷା କରିବାକୁ ପ୍ରଶ୍ନ ପଚାରିଲେ। ସମାନେେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଚାହୁଁଥିଲେ। ତେଣୁ ସମାନେେ ଯୀଶୁଙ୍କୁ, ସେ ପରମେଶ୍ବରଙ୍କ ପାଖରୁ ଆସିଛନ୍ତି ବୋଲି ପ୍ରମାଣିତ କରୀବା ପାଇଁ ଆଶ୍ଚର୍ୟ୍ଯ-କର୍ମ କରିବାକୁ କହିଲେ।

ଲୂକଲିଖିତ ସୁସମାଚାର 5:30

ତେଣୁ ଫାରୂଶୀ ଓ ଯିହୂଦୀଶାସ୍ତ୍ରୀମାନେ ଯୀଶୁଙ୍କ ଶିଷ୍ଯମାନଙ୍କ ଆଗ ରେ ଅଭିଯୋଗ କଲେ, ତୁମ୍ଭମାନେେ କରଆଦାୟକାରୀ ଓ ପାପୀମାନଙ୍କ ସହିତ କାହିଁକି ଏକାଠି ଖିଆପିଆ କରୁଛ?

Interlinear

Choose Theme