Home Bibles ମାର୍କଲିଖିତ ସୁସମାଚାର 9:15 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 9:15 · ଓଡ଼ିଆ ବାଇବେଲ

ଯେତବେେଳେ ଲୋକମାନେ ଯୀଶୁଙ୍କୁ ଦେଖିଲେ, ସମାନେେ ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ ତାହାଙ୍କୁ ସ୍ବାଗତ କରିବାକୁ ତାହାଙ୍କ ପାଖକୁ ଦୌଡି ଗଲେ।

Cross references

ଯାତ୍ରା ପୁସ୍ତକ 34:30

ହାରୋଣ ଏବଂ ସମସ୍ତ ଇଶ୍ରାୟେଲୀୟ ଲୋକମାନେ ଦେଖିଲେ ମାଶାଙ୍କେର ମୁଖ ଅତି ଉଜ୍ଜଳ ଦିଶୁଛି। ତେଣୁ ସମାନେେ ତାଙ୍କ ନିକଟକୁ ୟିବାକୁ ଭୟ କଲେ।

ମାର୍କଲିଖିତ ସୁସମାଚାର 9:2

ଛଅ ଦିନ ପରେ, ଯୀଶୁ ପିତର, ଯାକୁବ ଓ ଯୋହନଙ୍କୁ ନିଜ ସାଙ୍ଗ ରେ ନଇେ ଗୋଟିଏ ଉଚ୍ଚ ପର୍ବତ ଉପରକୁ ଗଲେ। ସଠାେରେ କବଳେ ସହେିମାନେ ଥିଲେ। ସଠାେରେ ଶିଷ୍ଯମାନେ ଯୀଶୁଙ୍କୁ ଦେଖୁଥିବା ସମୟରେ ଯୀଶୁଙ୍କ ସ୍ବରୂପ ପରିବର୍ତ୍ତନ ହାଇେ ଗଲା।

Interlinear

Choose Theme