ଶିଷ୍ଯମାନଙ୍କ ପାଖ ରେ ମଧ୍ଯ ଅଳ୍ପ କିଛି େଛାଟ ମାଛ ଥିଲା। ଯୀଶୁ ମାଛ ପାଇଁ ଧନ୍ଯବାଦ ଦଇେ ଶିଷ୍ଯମାନଙ୍କୁ ତାହା ଲୋକଙ୍କ ଭିତ ରେ ବାଣ୍ଟି ଦବୋକୁ କହିଲେ।
Cross references
ଯୀଶୁ ସଠାେରେ ଜମା ହାଇେଥିବା ଲୋକମାନଙ୍କୁ ଘାସ ଉପରେ ବସିୟିବାପାଇଁ କହିଲେ. ତା'ପରେ ସେ ପାଞ୍ଚଖଣ୍ଡ ରୋଟୀ ଓ ଦୁଇଟି ଯାକ ମାଛ ଧରି ଆକାଶକୁ ଚାହିଁଲେ ଓ ଖାଦ୍ୟ ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ। ରୋଟୀକୁ ଖଣ୍ଡ ଖଣ୍ଡ କରି ଶିଷ୍ଯମାନଙ୍କ ହାତକୁ ଦେଲେ। ଶିଷ୍ଯମାନେ ଲୋକଙ୍କୁ ସେଥିରୁ ବାଣ୍ଟିଲେ।
ତୁମ୍ଭମାନେେ ନିଜ ଭାଇ ଆଖି ରେ ପଡିଥିବା ଗୋଟିଏ େଛାଟ ଗୁଣ୍ଡଟି ଆଡକୁ କାହିଁକି ଚାହୁଁଛ? ତୁମ୍ଭମାନଙ୍କୁ କ'ଣ ନିଜ ଆଖି ରେ ପଡିଥିବା ବଡ କାଠ ଖଣ୍ଡିକ ଦଖାଯାେଉନାହିଁ?
ଶିଷ୍ଯମାନେ ବିସ୍ମିତ ହାଇଗେଲେ। ସମାନେେ ଯୀଶୁଙ୍କୁ ଶରୀର ରେ ଦେଖି ବହୁତ ଖୁସି ହାଇଗେଲେ। ତଥାପି ସମାନେେ ଯାହା ଦେଖିଲେ, ତାହା ବିଶ୍ବାସ କରି ପାରିଲେ ନାହିଁ। ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନଙ୍କ ପାଖ ରେ କିଛି ଖାଇବା ପଦାର୍ଥ ଅଛି କି?
ତା'ପରେ ଶିଷ୍ଯମାନଙ୍କୁ କହିଲେ, ବନ୍ଧୁମାନେ, ତୁମ୍ଭେ କିଛି ମାଛ ଧରିଛ କି?
ଅନ୍ୟ ଶିଷ୍ଯମାନେ ନେ ୗକା ରେ କୂଳକୁ ଗଲେ। ସମାନେେ ମାଛ ରେ ଭର୍ତ୍ତି ହାଇେଥିବା ଜାଲ ଭିଡିଲେ। ସମାନେେ କୂଳରୁ ବେଶୀ ଦୂର ରେ ନଥିଲେ, ଦୂରତ୍ବ ପ୍ରାୟ ନବେ ମିଟର ଥିଲା।