Home Bibles ଯୋହନଲିଖିତ ସୁସମାଚାର 21:8 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 21:8 · ଓଡ଼ିଆ ବାଇବେଲ

ଅନ୍ୟ ଶିଷ୍ଯମାନେ ନେ ୗକା ରେ କୂଳକୁ ଗଲେ। ସମାନେେ ମାଛ ରେ ଭର୍ତ୍ତି ହାଇେଥିବା ଜାଲ ଭିଡିଲେ। ସମାନେେ କୂଳରୁ ବେଶୀ ଦୂର ରେ ନଥିଲେ, ଦୂରତ୍ବ ପ୍ରାୟ ନବେ ମିଟର ଥିଲା।

Cross references

ଦିତୀୟ ବିବରଣ 3:11

ଅବଶିଷ୍ଟ ରଫାଯୀଯମାନଙ୍କ ମଧ୍ଯରକ୍ସ୍ଟ କବଳେ ବାଶନରାଜା ଓଗ୍ ଅବଶିଷ୍ଟ ରହିଲା। ଓଗ୍ର ଖଟଟି ଲକ୍ସ୍ଟହା ରେ ତିଆରି ହାଇେଥିଲା। ଏହାର ଲମ୍ବ ଥିଲା ନଅ ହାତ ଓ ପ୍ରସ୍ଥ ଥିଲା ଚାରିହାତ। ସହେି ଖଟଟି ଏବେ ମଧ୍ଯ ରହବୋ ରେ ଅଛି ଯେଉଁଠା ରେ ଅମ୍ମାନେ ସନ୍ତାନଗଣ ବାସ କରୁଛନ୍ତି।

ମାର୍କଲିଖିତ ସୁସମାଚାର 8:7

ଶିଷ୍ଯମାନଙ୍କ ପାଖ ରେ ମଧ୍ଯ ଅଳ୍ପ କିଛି େଛାଟ ମାଛ ଥିଲା। ଯୀଶୁ ମାଛ ପାଇଁ ଧନ୍ଯବାଦ ଦଇେ ଶିଷ୍ଯମାନଙ୍କୁ ତାହା ଲୋକଙ୍କ ଭିତ ରେ ବାଣ୍ଟି ଦବୋକୁ କହିଲେ।

Interlinear

Choose Theme