ମାର୍କଲିଖିତ ସୁସମାଚାର 6:28 · ଓଡ଼ିଆ ବାଇବେଲ
ଯୋହନଙ୍କ ସହେି ମୁଣ୍ଡ ସେ ଗୋଟିଏ ଥାଳି ରେ ଆଣି ଝିଅକୁ ତାହା ଦଲୋ। ସେ ଝିଅ ସହେି ମୁଣ୍ଡ ନଇେ ତା ମାଆକୁ ଦଲୋ।
Cross references
ଦିତୀୟ ଶାମୁୟେଲ 4:7
ସହେି ସମୟରେ ରେଖବ୍ ଓ ବାନା ତାଙ୍କର ପଟେ ରେ ଖଡ୍ଗ ଭୂଷି ହତ୍ଯା କଲେ ଓ ତାଙ୍କର ମକ୍ସ୍ଟଣ୍ତ କାଟି ତାଙ୍କ ସହିତ ନଇେ ଆସିଲେ। ସମାନେେ ୟର୍ଦ୍ଦନ ଉପତ୍ୟକା ଦଇେ ରାତିସାରା ଚାଲିଲେ।
ଦିତୀୟ ରାଜାବଳୀ 10:8
ତା'ପରେ ଦୂତ ଆସି ଯହେୂଙ୍କୁ କହିଲା, ସମାନେେ ରାଜପୁତ୍ରମାନଙ୍କର କଟାମୁଣ୍ତ ଆଣିଛନ୍ତି।