ଦିତୀୟ ରାଜାବଳୀ 10:8 · ଓଡ଼ିଆ ବାଇବେଲ
ତା'ପରେ ଦୂତ ଆସି ଯହେୂଙ୍କୁ କହିଲା, ସମାନେେ ରାଜପୁତ୍ରମାନଙ୍କର କଟାମୁଣ୍ତ ଆଣିଛନ୍ତି।
Cross references
ଦିତୀୟ ବିବରଣ 21:23
କିନ୍ତୁ ତା'ର ମୃତ ଶରୀରକକ୍ସ୍ଟ ରାତ୍ରି ତମାମ ଓହଳାଇ ରଖିବା ଉଚିତ୍ ନକ୍ସ୍ଟହଁ। ତା'ର ମୃତ ଶରୀରକକ୍ସ୍ଟ ସହେି ଏକା ଦିନ ରେ କବର ଦିଆୟିବା ଉଚିତ୍। କାରଣ, କହେି ବ୍ଯକ୍ତି ଗଛ ରେ ଝକ୍ସ୍ଟଲା ହାଇେ ରହିଲେ ପରମେଶ୍ବରଙ୍କ ଦ୍ବରା ଅଭିଶାପ ଗ୍ରସ୍ତ ହକ୍ସ୍ଟଏ। ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଯେଉଁ ଭୂମି ଦଇେଛନ୍ତି ତୁମ୍ଭେ ତାହାକକ୍ସ୍ଟ ଅଶକ୍ସ୍ଟଚି କର ନାହିଁ।
ଦିତୀୟ ଶାମୁୟେଲ 11:18
ତା'ପରେ ଯୋୟାବ ଯାହାସବୁ ୟକ୍ସ୍ଟଦ୍ଧ ରେ ହେଲା ସେ ଖବର ଦାଉଦଙ୍କ ନିକଟକକ୍ସ୍ଟ ପଠାଇଲେ।
ପ୍ରଥମ ରାଜାବଳୀ 21:14
ତତ୍ପରେ ସମାନେେ ଈଷବଲେ ନିକଟକୁ ବାର୍ତ୍ତା ପ୍ ରରଣେ କରି କହିଲେ, ନାବୋତ ପ୍ରସ୍ତରାଘାତ ରେ ମୃତ୍ଯୁବରଣ କରିଛି।
ମାର୍କଲିଖିତ ସୁସମାଚାର 6:28
ଯୋହନଙ୍କ ସହେି ମୁଣ୍ଡ ସେ ଗୋଟିଏ ଥାଳି ରେ ଆଣି ଝିଅକୁ ତାହା ଦଲୋ। ସେ ଝିଅ ସହେି ମୁଣ୍ଡ ନଇେ ତା ମାଆକୁ ଦଲୋ।