Home Bibles ☰ Books ମାର୍କଲିଖିତ ସୁସମାଚାର 5:1 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 5:1 · ଓଡ଼ିଆ ବାଇବେଲ

ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ହ୍ରଦର ଅପର ପାଶର୍‌ବର ଗରାଶୀୟମାନଙ୍କ ଦେଶ ରେ ପହନ୍ଚିଲେ।

Cross references

ମାଥିଉଲିଖିତ ସୁସମାଚାର 8:28

ଯୀଶୁ ହ୍ରଦର ଆରପଟ ରେ ଥିବା ଗାଦରୀୟ ଲୋକଙ୍କ ରାଜ୍ଯ ରେ ପହନ୍ଚିଲେ। ଭୁତ ଗ୍ରସ୍ତ ଦୁଇଜଣ ଲୋକ କବର ସ୍ଥନରୁ ବାହାରି ତାହାଙ୍କୁ ଭଟେିଲେ। ସମାନେେ ବହୁତ ଭୟଙ୍କର ଥିଲେ।

ମାର୍କଲିଖିତ ସୁସମାଚାର 4:35

ସହେିଦିନ ସନ୍ଧ୍ଯା ବେଳେ ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିଲେ, ଚାଲ, ଆର ପଟକୁ ୟିବା।

ଲୂକଲିଖିତ ସୁସମାଚାର 8:26

ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ଗାଲିଲୀରୁ ହ୍ରଦର ଅପର ପାଶର୍‌ବକୁ ଗଲେ। ସମାନେେ ଗରାଶିୟମାନେ ରହୁଥିବା ଅଞ୍ଚଳ ରେ ପହନ୍ଚିଲେ।

Interlinear

Choose Theme