Home Bibles ମାର୍କଲିଖିତ ସୁସମାଚାର 2:6 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 2:6 · ଓଡ଼ିଆ ବାଇବେଲ

କେତଜେଣ ଧର୍ମଶାସ୍ତ୍ରୀ ସଠାେରେ ବସିଥିଲେ।ଯୀଶୁଙ୍କ କାମ ସମାନେେ ଦେଖିଲେ। ସମାନେେ ନିଜ ଭିତ ରେ କୁହାକୁହି ହେଲେ,

Cross references

ମାଥିଉଲିଖିତ ସୁସମାଚାର 16:7

ଶିଷ୍ଯମାନେ ନିଜ ନିଜ ଭିତ ରେ ଏହାର ଅର୍ଥ ବିଷୟ ରେ ଆଲୋଚନା କଲେ। ସମାନେେ କହିଲେ, ବୋଧହୁଏ ଆମ୍ଭେ ରୋଟୀ ନ ଆଣିଥିବାରୁ ସେ ଏପରି କହିଲେ।

ମାର୍କଲିଖିତ ସୁସମାଚାର 8:17

ସମାନେେ କ'ଣ କଥାବାର୍ତ୍ତା ହେଉଛନ୍ତି ତାହା ଯୀଶୁ ଜାଣି ପାରିଲେ, ତେଣୁ ସେ ସମାନଙ୍କେୁ କହିଲେ, ରୋଟୀ ନାହିଁ ବୋଲି ତୁମ୍ଭମାନେେ କାହିଁକି ତର୍କ ବିତର୍କ କରୁଛ? ଏବେ ସୁଦ୍ଧା ତୁମ୍ଭମାନେେ ଦେଖି ପାରୁନ କି ବୁଝି ପାରୁନ?

ଲୂକଲିଖିତ ସୁସମାଚାର 5:21

ଯିହୂଦୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ ଭାବିବାକୁ ଲାଗିଲେ, ଏ ଲୋକ କିଏ? ଏ ପରମେଶ୍ବରଙ୍କୁ ଅପମାନ କରୁଛି। କବଳେ ପରମେଶ୍ବର ପାପ କ୍ଷମା କରିପାରନ୍ତି?

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 10:5

ଆମ୍ଭେ ପ୍ରେତ୍ୟକକ ପ୍ରକାରର ଚିନ୍ତାଧାରାକୁ ଖ୍ରୀଷ୍ଟଙ୍କ ନିୟନ୍ତ୍ରଣାଧୀନ କରୁ ଓ ତାଙ୍କର ଆଜ୍ଞାକାରୀ ହବୋ ପାଇଁ ବାଧ୍ଯ କରୁ। ଆମ୍ଭେ ପ୍ରେତ୍ୟକକ ପ୍ରକାରର ଚିନ୍ତାଧାରାକୁ ଖ୍ରୀଷ୍ଟଙ୍କ ନିୟନ୍ତ୍ରଣାଧୀନ କରୁ ଓ ତାଙ୍କର ଆଜ୍ଞାକାରୀ ହବୋ ପାଇଁ ବାଧ୍ଯ କରୁ।

Interlinear

Choose Theme