Home Bibles ମାର୍କଲିଖିତ ସୁସମାଚାର 2:21 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 2:21 · ଓଡ଼ିଆ ବାଇବେଲ

କହେି କବେେ ହେଲେ ପୁରୁଣା ଲୁଗା ରେ ନୂଆ କନାର ତାଳି ପକାଏ ନାହିଁ। ଯଦି ସେ ତା' କରେ, ତବେେ ନୂଆ କନାର ତାଳି ଜାକି ହାଇେ ୟିବ ଓ ତଦ୍ବାରା ଟାଣି ହାଇେ ଯାଇ ପୁରୁଣା କନାର କଣା ବଡ ହାଇଯେିବ।

Cross references

ଗୀତସଂହିତା 103:13

ୟପରେି ଜଣେ ପିତା ତା'ର ସନ୍ତାନ ପ୍ରତି ପ୍ରମେ କରେ, ସଦାପ୍ରଭୁ ତାଙ୍କର ଅନୁସରଣକାରୀମାନଙ୍କ ପ୍ରତି ସପରେି ଦୟା କରନ୍ତି।

ଯିଶାଇୟ 57:16

ଆମ୍ଭେ ସର୍ବଦା ବିରୋଧ କରିବା ନାହିଁ କିମ୍ବା ନିରନ୍ତର କୋର୍ଧ କରିବା ନାହିଁ। ଯଦି କରିବା ତାହା ହେଲେ ମାନବର ଆତ୍ମା ଓ ଆମ୍ଭ ନିର୍ମିତ ପ୍ରାଣୀସକଳ ଆମ୍ଭ ସମ୍ମୁଖ ରେ କ୍ଷୀଣ ହବେେ।

ମାଥିଉଲିଖିତ ସୁସମାଚାର 9:16

କହେି କବେେ ପୁରିଣା ଲୁଗା କଣା ରେ ନୂଆ କନାର ତାଳି ପକାଏ ନାହିଁ। କାରଣ ନୂଆ କନା ଧୋଇବା ପୂର୍ବରୁ ଯାକି ହାଇେ ନଥାଏ। ନୂଆ କନାର ତାଳି ପକାଇ ଦେଲେ ତାହା ଯାକି ହବୋ ବଳକେୁ ପୁରୁଣା ଲୁଗାକୁ ଚାରିପଟୁ ଟାଣିଦବେ ଓ କଣାଟି ଆହୁରି ଅଧିକ ବଡ ହାଇଯେିବ।

ଲୂକଲିଖିତ ସୁସମାଚାର 5:36

ଯୀଶୁ ସମାନଙ୍କେୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ: ଜଣେ ଲୋକ ଗୋଟିଏ ପୁରୁଣା ଚାଦର ରେ ତାଳି ପକାଇବାକୁ କୌଣସି ନୂଆ ଚାଦରରୁ ଖଣ୍ଡେ ଚିରିପକାଏ ନାହିଁ। ଯେଉଁଲୋକ ଏଭଳି କରେ, ତା'ର ନୂଆ ଚାଦରଟିତ ନଷ୍ଟ ହାଇଯୋଏ ପୁଣି ନୂଆ ଚାଦରରୁ ଚିରା ହାଇେଥିବା ତାଳି ପୁରୁଣା ଚାଦର ସାଙ୍ଗ ରେ ମିଶେ ନାହିଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 10:13

କବଳେ ତୁମ୍ଭମାନଙ୍କ ପ୍ରତି ଯେସବୁ ପରୀକ୍ଷା ଆସୁଅଛି, ପ୍ରେତ୍ୟକକଙ୍କ ନିମନ୍ତେ ମଧ୍ଯ ଏପରି ପରୀକ୍ଷା ଆସିଥାଏ। କିନ୍ତୁ ତୁମ୍ଭମାନେେ ପରମେଶ୍ବରଙ୍କ ଠା ରେ ବିଶ୍ବାସ କରିପାର। ସେ କବେେ ହେଲେ ତୁମ୍ଭମାନଙ୍କୁ ଅସହ୍ଯ ପରୀକ୍ଷା ରେ ପଡ଼ିବାକୁ ଦବେେ ନାହିଁ। କିନ୍ତୁ ଯେତବେେଳେ ତୁମ୍ଭମାନେେ ପ୍ରଲୋଭନର (ପରୀକ୍ଷାର) ସମ୍ମୁଖୀନ ହବେ, ସେତବେେଳେ ପରମେଶ୍ବର ତୁମ୍ଭମାନଙ୍କୁ ରକ୍ଷା ପାଇବାର ବାଟ ମଧ୍ଯ ଦଖାଇେ ଦବେେ।

Interlinear

Choose Theme