Home Bibles ମାର୍କଲିଖିତ ସୁସମାଚାର 15:7 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 15:7 · ଓଡ଼ିଆ ବାଇବେଲ

ସହେି ସମୟରେ ବନ୍ଦୀଶାଳା ରେ ବାରବ୍ବା ନାମ ରେ ଏକ ବ୍ଯକ୍ତି ବିଦ୍ ରୋହୀମାନଙ୍କ ସହିତ ବନ୍ଦୀ ଥିଲା। ଏହି ବିଦ୍ରୋହୀମାନେ ଗୋଟିଏ ବିଦ୍ରୋହ ସମୟରେ ନରହତ୍ଯା ଅପରାଧ ରେ ଦୋଷୀ ସାବ୍ଯସ୍ତ ହାଇେଥିଲେ।

Cross references

ମାଥିଉଲିଖିତ ସୁସମାଚାର 27:16

ସହେି ସମୟରେ ବାରବ୍ବା ନାମ ରେ ଜଣେ କୁଖ୍ଯାତ ବନ୍ଦୀ ଥିଲା।

ଲୂକଲିଖିତ ସୁସମାଚାର 23:18

କିନ୍ତୁ ସବୁଲୋକେ ପାଟିକରି ଉଠିଲେ, ତାହାକୁ ମାରିଦିଅ। ବାରବ୍ବାକୁ ମୁକ୍ତ କରିଦିଅ।

ଲୂକଲିଖିତ ସୁସମାଚାର 23:25

ଲୋକମାନେ ବାରବ୍ବାକୁ ମୁକ୍ତ ହାଇେ ଚାଲିୟିବାକୁ ଚାହୁଁଥିଲେ। ବାରବ୍ବା ନରହତ୍ଯା ଓ ବିଦ୍ରୋହ ଅପରାଧ ରେ କାରାଗାର ରେ ଥିଲା। ପୀଲାତ ବାରବ୍ବାଙ୍କୁ ମୁକ୍ତ କରି ଦେଲେ। ପୀଲାତ ଯୀଶୁଙ୍କୁ ମାରିଦବୋ ପାଇଁ ଲୋକମାନଙ୍କ ହାତ ରେ ସମର୍ପି ଦେଲେ। ଲୋକମାନେ ତାହା ଚାହୁଁଥିଲେ।

Interlinear

Choose Theme