Home Bibles ମାର୍କଲିଖିତ ସୁସମାଚାର 15:45 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 15:45 · ଓଡ଼ିଆ ବାଇବେଲ

ସନୋପତି ଜଣକ ପୀଲାତଙ୍କୁ ଯୀଶୁ ପ୍ରାଣତ୍ଯାଗ କରି ସାରିଥିବା କଥା କହିଲେ। ତା'ପରେ ପୀଲାତ ୟୋ ସଫଙ୍କେୁ କହିଲେ ଯେ ସେ ଯୀଶୁଙ୍କ ଶବ ନଇେ ଯାଇ ପାରିବେ।

Cross references

ମାଥିଉଲିଖିତ ସୁସମାଚାର 27:58

ସେ ପୀଲାତଙ୍କ ପାଖକୁ ଗଲେ ଓ ଯୀଶୁଙ୍କ ଶରୀର ପାଇଁ ଅନୁରୋଧ କଲେ। ପୀଲାତ ସୈନ୍ଯମାନଙ୍କୁ ଆଜ୍ଞା ଦଇେ କହିଲେ ଶରୀରକୁ ତାହାଙ୍କୁ ଦଇଦେିଅ।

ମାର୍କଲିଖିତ ସୁସମାଚାର 15:39

କୃଶ ଆଗ ରେ ଠିଆ ହାଇେଥିବା ସନୋପତି ଯୀଶୁ କିପରି ପ୍ରାଣତ୍ଯାଗ କଲେ, ତାହା ଦେଖିଲେ। ସେ କହିଲେ, ପ୍ରକୃତ ରେ ଏହି ଲୋକ ପରମେଶ୍ବରଙ୍କ ପୁତ୍ର ଥିଲେ।

ଯୋହନଲିଖିତ ସୁସମାଚାର 19:38

ଏହାପରେ ହାରାମାଥୀଯାର ଯୋଷଫେ ନାମକ ଜଣେ ଲୋକ ପୀଲାତଙ୍କୁ ଯୀଶୁଙ୍କର ଶରୀରଟି ମାଗିଲେ। ଯୋଷଫେ ଯୀଶୁଙ୍କର ଜଣେ ଶିଷ୍ଯ ଥିଲେ। କିନ୍ତୁ ସେ ଲୋକମାନଙ୍କୁ ତାହା କହିଲେ ନାହିଁ, କାରଣ ସେ ଯିହୂଦୀମାନଙ୍କୁ ଭୟ କରୁଥିଲେ। ପୀଲାତ ଯୋଷଫଙ୍କେୁ ଯୀଶୁଙ୍କର ଶରୀର ନବୋପାଇଁ ଅନୁମତି ଦେଲେ। ତେଣୁ ଯୋଷଫେ ଆସି ଯୀଶୁଙ୍କର ଶରୀର ନଇଗେଲେ।

Interlinear

Choose Theme