ମାର୍କଲିଖିତ ସୁସମାଚାର 15:41 · ଓଡ଼ିଆ ବାଇବେଲ
ଏହି ସ୍ତ୍ରୀଲୋକମାନେ ଯୀଶୁ ଗାଲିଲୀ ରେ ଥିବା ବେଳେ ତାହାଙ୍କର ସହିତ ଥିଲେ। ସମାନେେ ତାହାଙ୍କର ସବୋଯତ୍ନ କରୁଥିଲେ। ଅନ୍ୟ ଅନକେ ସ୍ତ୍ରୀଲୋକ ମଧ୍ଯ ସଠାେରେ ଥିଲେ। ସମାନେେ ଯୀଶୁଙ୍କ ସହିତ ୟିରୁଶାଲମକୁ ଆସିଥିଲେ।
Cross references
ମାଥିଉଲିଖିତ ସୁସମାଚାର 27:55
କିଛି ଦୁର ରେ ଅନକେ ସ୍ତ୍ରୀଲୋକ ଏସବୁ ଦେଖୁଥିଲେ। ଏହି ସ୍ତ୍ରୀଲୋକମାନେ ଯୀଶୁଙ୍କ ଯତ୍ନ ନବୋ ପାଇଁ ଗାଲିଲୀରୁ ତାହାଙ୍କ ସହିତ ଆସିଥିଲେ।
ଲୂକଲିଖିତ ସୁସମାଚାର 8:2
କେତକେ ସ୍ତ୍ରୀଲୋକ ମଧ୍ଯ ତାହାଙ୍କ ସାଙ୍ଗ ରେ ଥିଲେ। ସମାନଙ୍କେୁ ଯୀଶୁ ଦୁଷ୍ଟାତ୍ମା କବଳରୁ ତଥା ରୋଗରୁ ମୁକ୍ତ କରିଥିଲେ। ସମାନଙ୍କେ ମଧ୍ଯରୁ ଜଣକର ନାଁ ଥିଲା ମରିୟମ। ସେ ମଗ୍ଦଲା ସହରର ବାସିନ୍ଦା ଥିଲେ। ତା'ଠାରୁ ସାତଟି ଭୁତ ବାହାର କରା ଯାଇଥିଲା।