ମାର୍କଲିଖିତ ସୁସମାଚାର 15:25 · ଓଡ଼ିଆ ବାଇବେଲ
ଯୀଶୁଙ୍କୁ କୃଶବିଦ୍ଧ କଲା ବଳକେୁ ସକାଳ ନଅଟା ବାଜିଥିଲା।
Cross references
ମାଥିଉଲିଖିତ ସୁସମାଚାର 27:45
ଦ୍ବପ୍ରହରଠାରୁ ତିନିଟା ବାଜିବା ପର୍ୟ୍ଯନ୍ତ ସାରା ଦେଶ ରେ ଅନ୍ଧକାର ଘୋଟିଗଲା।
ମାର୍କଲିଖିତ ସୁସମାଚାର 15:33
ଦ୍ବିପ୍ରହର ବାଳକୁ ସମଗ୍ର ଦେଶ ଉପରେ ଅନ୍ଧକାର ମାଡି ଆସିଲା। ଏହି ଅନ୍ଧକାର ଅପରାହ୍ନ ତିନିଟା ବଳେ ପର୍ୟ୍ଯନ୍ତ ରହିଲା।
ଲୂକଲିଖିତ ସୁସମାଚାର 23:44
ସେତବେେଳେ ପ୍ରାୟ ଦିନ ଦ୍ବିପ୍ରହର ହାଇେଥିଲା। କିନ୍ତୁ ଅପରାହ୍ନ ତିନିଟା ପର୍ୟ୍ଯନ୍ତ ସମଗ୍ର ଅଞ୍ଚଳ ଅନ୍ଧକାରମୟ ହାଇଗେଲା।
ଯୋହନଲିଖିତ ସୁସମାଚାର 19:14
ସଦେିନ ନିସ୍ତାରପର୍ବ ସପ୍ତାହର ପ୍ରସ୍ତୁତି ଦିନର ମଧ୍ଯାହ୍ନ ସମୟ ଥିଲା। ପୀଲାତ ଯିହୂଦୀମାନଙ୍କୁ କହିଲେ, ତୁମ୍ଭର ରାଜାଙ୍କୁ ଦେଖ।
ରେରିତମାନଙ୍କ କାର୍ଯ୍ୟର ବିବରଣ 2:15
ତୁମ୍ଭମାନେେ ଯାହା ଅନୁମାନ କରୁଛ ଯେ, ଏମାନେ ମାତାଲ, ତାହା ନୁହେଁ, କାରଣ ବର୍ତ୍ତମାନ ତ ସକାଳ ନ'ଟା ବାଜିଛି।