ମାର୍କଲିଖିତ ସୁସମାଚାର 15:13 · ଓଡ଼ିଆ ବାଇବେଲ
ଲୋକମାନେ ପାଟି କରି କହିଲେ, ତାହାଙ୍କୁ କୃଶ ରେ ଚଢାଅ।
Cross references
ଲୂକଲିଖିତ ସୁସମାଚାର 23:21
କିନ୍ତୁ ଲୋକମାନେ ଚିତ୍କାର କରି କହିଲେ, ତାହାଙ୍କୁ ମାରିଦିଅ। ତାହାଙ୍କୁ କୃଶ ରେ ଚଢାଇ ମାରିଦିଅ।
ରେରିତମାନଙ୍କ କାର୍ଯ୍ୟର ବିବରଣ 13:28
ସମାନେେ ତାହାଙ୍କର ମୃତ୍ଯୁଦଣ୍ଡ ଦବୋର କିଛି କାରଣ ନ ପାଇ ତାହାଙ୍କୁ ମାରିଦବୋପାଇଁ ପୀଲାତଙ୍କୁ କହିଲେ।