ପିତର କିନ୍ତୁ କହିଲେ ଯେ, ସେ କବେେ ହେଲେ ଯୀଶୁଙ୍କ ସାଙ୍ଗ ରେ ନଥିଲେ। ସେ କହିଲେ, ତୁମ୍ଭେ କାହା ବିଷୟ ରେ କହୁଛ, ସେ ସବୁ ମୁଁ ଜାଣି ପାରୁନି କି ବୁଝି ପାରୁନାହିଁ। ତା'ପରେ ପିତର ସେ ସ୍ଥାନ ଛାଡି ଅଗଣାର ପ୍ରଦେଶ-ଦ୍ବାର ପାଖକୁ ଚାଲିଗଲେ।
Cross references
ତା'ପରେ ସେ ଅଗଣାରୁ ବାହାରି ଆସିଲେ। ଫାଟକ ପାଖ ରେ ଆଉଜଣେ ଦାସୀ ତାହାଙ୍କୁ ଦେଖି ପକାଇ ସଠାେରେ ଥିବା ସମସ୍ତ ଲୋକଙ୍କୁ କହିଲା, ଏ ଲୋକ ନାଜରିତୀୟ ଯୀଶୁଙ୍କ ସହିତ ଥିଲା।
ପିତର କହିଲେ, ଅନ୍ୟ ସମସ୍ତ ଶିଷ୍ଯ ହୁଏତ ସମାନଙ୍କେ ବିଶ୍ବାସ ହ ରଇେ ପାରନ୍ତି। କିନ୍ତୁ ମୁଁ ମାରେବିଶ୍ବାସ କଦାପି ହ ରଇବେି ନାହିଁ।
ପିତର ଏକଥା କହିବା ପରେ ପରେ କୁକୁଡାଟିଏ ଦ୍ବିତୀୟ ଥର ଡାକିଲା। ଯୀଶୁଙ୍କର ସହେି ସବୁ କଥା ଏବେ ପିତରଙ୍କର ମନେ ପଡିଲା: କୁକୁଡା ତୃତୀୟ ଥର ଡାକିବା ପୂର୍ବରୁ ତୁମ୍ଭେ ମାେତେ ଜାଣିନାହଁ ବୋଲି ତିନିଥର କହି ସାରିଥିବ। ତା'ପରେ ପିତର ଭୀଷଣ ଦୁଃଖ ରେ ଭାଙ୍ଗି ପଡି କାନ୍ଦିବାକୁ ଲାଗିଲେ।
ଶିମାନେ ପିତର ଯୀଶୁଙ୍କୁ ପଚାରିଲେ, ପ୍ରଭୁ, ତୁମ୍ଭେ କେଉଁଆଡେ ଯାଉଛ? ଯୀଶୁ ଉତ୍ତର ଦେଲେ ମୁଁ ଯେଉଁ ଆଡେ ଯାଉଛି ତୁମେ ମାରେ ପେଛ ପେଛ ଏବେ ସଠାେକୁ ଯାଇ ପାରିବ ନାହିଁ। କିନ୍ତୁ ପରେ ତୁମେ ମାରେ ଅନୁଗମନ କରିବ।
ଯଦି ଆମ୍ଭେ ଯାତନା ସହିବା, ତା' ହେଲେ ଆମ୍ଭେ ତାଙ୍କ ସହିତ ଶାସନ କରିବା। ଯଦି ଆମ୍ଭେ ତାଙ୍କୁ ଗ୍ରହଣ କରିବା ପାଇଁ ମନା କରିବା, ତା' ହେଲେ ସେ ଆମ୍ଭକୁ ଗ୍ରହଣ କରିବା ପାଇଁ ମନା କରିବେ।