ମାର୍କଲିଖିତ ସୁସମାଚାର 14:51 · ଓଡ଼ିଆ ବାଇବେଲ
ଜଣେ ୟୁବକ ଯୀଶୁଙ୍କୁ ଅନୁସରଣ କରୁଥିଲା। ସେ କବଳେ ଖଣ୍ଡିଏ ସରୁ ରେଶମ ଲୁଗା ପିନ୍ଧିଥିଲା। ସହେି ଲୋକମାନେ ୟୁବକକୁ ଧରିବାକୁ ଚେଷ୍ଟା କଲେ।
Cross references
ଆଦି ପୁସ୍ତକ 39:12
ତା'ର ମୁନିବଙ୍କର ସ୍ତ୍ରୀ ତାଙ୍କର କୋଟ୍କୁ ଧରି ଟାଣି କହିଲେ, ମାେ ପାଖ ରେ ଶଯନ କର। କିନ୍ତୁ ଯୋଷଫେ ସେ ଘରୁ ଖସି ଦୌଡ଼ି ପଳାଇ ଆସିଲେ କିନ୍ତୁ ତା'ର ହାତ ରେ ତାହାର କୋଟ୍ଟି ରହିଗଲା।
ବିଚାରକର୍ତାମାନଙ୍କ ବିବରଣ 14:12
ଏହାପରେ ଶାମ୍ଶାେନ୍ ସହେି ତିରିଶ ଜଣ ଲୋକମାନଙ୍କୁ କହିଲେ, ମୁ ତୁମ୍ଭକୁ ଏକ ରହସ୍ଯାବୃତ ପ୍ରଶ୍ନ କହିବାକକ୍ସ୍ଟ ଗ୍ଭ ହେଁ। ତୁମ୍ଭମାନେେ ଯବେେ ଏହି ଭୋଜିର ସାତଦିନ ମଧିଅରେ ତହିଁର ଅର୍ଥ ବାହାର କରି ମାେତେ ଜଣାଇବ। ତବେେ ତୁମ୍ଭମାନଙ୍କୁ ମୁ ତିରିଶ ରେଶମବସ୍ତ୍ର ଓ ତିରିଶ ୟୋଡା ପୋଷାକ ଦବେି।