Home Bibles ☰ Books ମାର୍କଲିଖିତ ସୁସମାଚାର 14:47 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 14:47 · ଓଡ଼ିଆ ବାଇବେଲ

ଯୀଶୁଙ୍କ ପାଖ ରେ ଠିଆ ହାଇେଥିବା ଜଣେ ଶିଷ୍ଯ ତାର ଖଣ୍ଡା ବାହାର କରି ଆଣି ମହା ଯାଜକଙ୍କର ଜଣେ ଚାକର ଉପରେ ଆଘାତ କଲା। ସହେି ଚାକରର କାନ କଟିଗଲା।

Cross references

ମାଥିଉଲିଖିତ ସୁସମାଚାର 26:51

ଯେଉଁ ଲୋକମାନେ ଯୀଶୁଙ୍କ ସହିତ ଥିଲେ, ସମାନଙ୍କେ ଭିତରୁ ଜଣେ ଶିଷ୍ଯ ତାର ଖଣ୍ଡା ବାହାର କରି ମହାୟାଜକଙ୍କ ଚାକରକୁ ସେଥିଲେ ଆଘାତ କଲା। ଫଳ ରେ ଚାକରର କାନ କଟିଗଲା।

ଲୂକଲିଖିତ ସୁସମାଚାର 22:49

ଯୀଶୁଙ୍କର ଶିଷ୍ଯମାନେ ମଧ୍ଯ ସଠାେରେ ଠିଆ ହାଇେଥିଲେ। ଯାହା ଘଟୁଥିଲା, ସମାନେେ ସେ ସବୁ ଦେଖୁଥିଲେ, ସମାନେେ ଯୀଶୁଙ୍କୁ କହିଲେ, ପ୍ରଭୁ, ଆମ୍ଭେ କ'ଣ ଆମ୍ଭର ଖଣ୍ଡାର ପ୍ରଯୋଗ କରିବୁ?

ଯୋହନଲିଖିତ ସୁସମାଚାର 18:10

ଶିମାନେ ପିତରଙ୍କ ପାଖ ରେ ଗୋଟିଏ ଖଣ୍ଡା ଥିଲା। ସେ ଖଣ୍ଡା ବାହାର କରି ମୁଖ୍ଯ ଯାଜକଙ୍କ ଦାସକୁ ଆଘାତ କଲେ। ସେ ଦାସର ଡାହାଣ କାନ କଟି ଗଲା। ସହେି ଦାସର ନାମ ମାଲ୍ଖ ଥିଲା।

Interlinear

Choose Theme