Home Bibles ଯୋହନଲିଖିତ ସୁସମାଚାର 18:10 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 18:10 · ଓଡ଼ିଆ ବାଇବେଲ

ଶିମାନେ ପିତରଙ୍କ ପାଖ ରେ ଗୋଟିଏ ଖଣ୍ଡା ଥିଲା। ସେ ଖଣ୍ଡା ବାହାର କରି ମୁଖ୍ଯ ଯାଜକଙ୍କ ଦାସକୁ ଆଘାତ କଲେ। ସେ ଦାସର ଡାହାଣ କାନ କଟି ଗଲା। ସହେି ଦାସର ନାମ ମାଲ୍ଖ ଥିଲା।

Cross references

ମାଥିଉଲିଖିତ ସୁସମାଚାର 26:51

ଯେଉଁ ଲୋକମାନେ ଯୀଶୁଙ୍କ ସହିତ ଥିଲେ, ସମାନଙ୍କେ ଭିତରୁ ଜଣେ ଶିଷ୍ଯ ତାର ଖଣ୍ଡା ବାହାର କରି ମହାୟାଜକଙ୍କ ଚାକରକୁ ସେଥିଲେ ଆଘାତ କଲା। ଫଳ ରେ ଚାକରର କାନ କଟିଗଲା।

ମାର୍କଲିଖିତ ସୁସମାଚାର 14:30

ଯୀଶୁ ଉତ୍ତର ଦେଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି, ଆଜି ରାତି ରେ କୁକୁଡା ଦ୍ବିତୀୟ ଥର ଡାକିବା ପୂର୍ବରୁ ତୁମ୍ଭେ ମାେତେ ଚିହ୍ନି ନାହଁ ବୋଲି ତିନିଥର କହିବ।

ମାର୍କଲିଖିତ ସୁସମାଚାର 14:47

ଯୀଶୁଙ୍କ ପାଖ ରେ ଠିଆ ହାଇେଥିବା ଜଣେ ଶିଷ୍ଯ ତାର ଖଣ୍ଡା ବାହାର କରି ଆଣି ମହା ଯାଜକଙ୍କର ଜଣେ ଚାକର ଉପରେ ଆଘାତ କଲା। ସହେି ଚାକରର କାନ କଟିଗଲା।

ଲୂକଲିଖିତ ସୁସମାଚାର 22:33

କିନ୍ତୁ ପିତର ଯୀଶୁଙ୍କୁ କହିଲେ, ପ୍ରଭୁ, ମୁଁ ଆପଣଙ୍କ ସହିତ କାରାଗାରକୁ ୟିବାକୁ ପ୍ରସ୍ତୁତ ଅଛି। ଏପରିକି ମୁଁ ଆପଣଙ୍କ ସହିତ ମରିବା ପାଇଁ ପ୍ରସ୍ତୁତ ଅଛି।

ଲୂକଲିଖିତ ସୁସମାଚାର 22:49

ଯୀଶୁଙ୍କର ଶିଷ୍ଯମାନେ ମଧ୍ଯ ସଠାେରେ ଠିଆ ହାଇେଥିଲେ। ଯାହା ଘଟୁଥିଲା, ସମାନେେ ସେ ସବୁ ଦେଖୁଥିଲେ, ସମାନେେ ଯୀଶୁଙ୍କୁ କହିଲେ, ପ୍ରଭୁ, ଆମ୍ଭେ କ'ଣ ଆମ୍ଭର ଖଣ୍ଡାର ପ୍ରଯୋଗ କରିବୁ?

ଯୋହନଲିଖିତ ସୁସମାଚାର 18:26

ମହାୟାଜକଙ୍କର ଜଣେ ଦାସ ସଠାେରେ ଥିଲା। ପିତର ଯେଉଁ ଲୋକର କାନ କାଟି ଦଇେଥିଲେ, ସେ ସହେି ଦାସର ସମ୍ପର୍କୀୟ। ତେଣୁ ସେ କହିଲା, ମୁଁ ଭାବୁଛି, ମୁଁ ବଗିଚା ରେ ଏହି ଲୋକ ସହିତ ତୁମ୍ଭକୁ ଦେଖିଥିଲି।

Interlinear

Choose Theme